ଓଡିଶା

odisha

ETV Bharat / briefs

ଜଳେଶ୍ବରରୁ 80 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ପୁଣି ଜବତ ହେଲା 80 ଲକ୍ଷ ଟଙ୍କାର ଧଳା ଜହର । ଅଧିକ ପଢନ୍ତୁ...

By

Published : Aug 27, 2020, 2:28 PM IST

ଜଳେଶ୍ବରରୁ 80 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଜଳେଶ୍ବରରୁ 80 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ଵର: କ୍ରାଇମବ୍ରାଞ୍ଚ ଏସଟିଏଫ ଟାର୍ଗେଟରେ ଡ୍ରଗ୍ସ ମାଫିଆ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳା ଜହର । ସୂଚନାନୁଯାୟୀ, ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ବରରେ ଚଢ଼ାଉ କରି 800 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି।

ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 80 ଲକ୍ଷ ବୋଲି ଜଣାପଡିଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details