ଭୁବନେଶ୍ବର: ସାମୁଦ୍ରିକ ଝଡ ବାତ୍ୟା ଫନି ରାଜ୍ୟର ବିଭିନ୍ନ ବ୍ୟାପକ ଧ୍ବସଂ ରଚି ଯାଇଛି । ଏବେ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ ।
ଆଇଏନ୍ଏସ୍ ଚିଲିକାରେ ଭାଇସ ଆଡମିରାଲ କରମବୀର ସିଂ - ODISHA
ଆଇଏନ୍ଏସ୍ ଚିଲିକା ପରିଦର୍ଶନ କଲେ ଭାଇସ ଆଡମିରାଲ କରମବୀର ସିଂ ।
ଫଟୋ ସୌଜନ୍ୟ: ANI
ବିଜୁଳି, ଟେଲିସେବା, ଗମନା ଗମନ ବିପର୍ଯ୍ୟୟ ହୋଇପଡିଥିବା ବେଳେ ଭାରତୀୟ ନୌସେନାର ପ୍ରମୁଖ ତାଲିମ କେନ୍ଦ୍ର ଆଇଏନ୍ଏସ୍ ଚିଲିକାକୁ ଆସି ସ୍ଥିତି ପରଖିଛନ୍ତି ଭାଇସ ଆଡମିରାଲ କରମବୀର ସିଂ । ତେବେ ଆଇଏନ୍ଏସ୍ ଚିଲିକାରେ କେତେ ପରିମାଣର କ୍ଷତି ହୋଇଛି ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।