ଓଡିଶା

odisha

By

Published : Apr 29, 2019, 8:12 AM IST

ETV Bharat / briefs

ଇଭିଏମ୍ ମେସିନରେ ତ୍ରୁଟି, ଅଟକିଲା ମକପୋଲ

ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଜିଲ୍ଲାର 261 ନଂ ବୁଥରେ ଇଭିଏମ ମେସିନ ଖରାପ ହୋଇଯାଇଛି । ଫଳରେ ଏହି ବୁଥରେ ମକପୋଲିଂ ହୋଇପାରିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଜିଲ୍ଲାର 261 ନଂ ବୁଥରେ ମକପୋଲ ଆରମ୍ଭ ହେବାର କିଛି ସମୟ ପରେ ଇଭିଏମରେ ତ୍ରୁଟି ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ବୁଥରେ ଇଭିଏମ ମେସିନ ଖରାପ ହୋଇଥିବାରୁ ମକପୋଲିଂ ହୋଇପାରିନାହିଁ । ବୁଥରେ ଥିବା ପ୍ରିଜାଇଡିଂ ଅଫିସର ଏସମ୍ପର୍କରେ ସେକ୍ଟର ଅଫିସରଙ୍କୁ ଜଣାଇଛନ୍ତି । ତେବେ ଇଭିଏମ୍ ମେସିନ ତ୍ରୁଟି ପାଇଁ ଏହି ବୁଥରେ ବିଳମ୍ବରେ ମତଦାନ ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details