ଓଡିଶା

odisha

ETV Bharat / briefs

ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଭାସିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ

ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଭାସିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

By

Published : May 20, 2021, 11:00 PM IST

ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଭାସିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ
ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଭାସିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ

ଡେରାଡୁନ: ଉତ୍ତରାଖଣ୍ଡ ଚାମୋଲିର ପ୍ରବଳ ବର୍ଷା ଯୋଗୁ ଭାସିଗଲା ପୋଲ । ଚାମୋଲିର ଭାଙ୍ଗୁଲ ଗ୍ରାମକୁ ଅନ୍ୟ ରାଜ୍ୟ ସହିତ ସଂଯୋଗ କରୁଥିବା ଧଉଳିଗଙ୍ଗା ନଦୀ ଉପରେ ଏକ ସସପେନ୍ସ ବ୍ରିଜ ଜଳ ସ୍ରୋତରେ ଭାସି ଯାଇଥିବା ଦେଖିବାକୁ ମିଳିଛି । ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଫଳରେ ପୋଲଟି ଭାସି ଯାଇଛି ।

ଫଳରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଥବା ପୋଲ୍ ଭୁଶୁଡିବା ପରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଚଳିତ ବର୍ଷ ଫେବୃଆରୀରେ ଫ୍ଲାସ୍ ବନ୍ୟା ପରେ ପିଡବ୍ଲୁଡି ଏହି ସେତୁ ନିର୍ମାଣ କରାଯାଇଥିଲା ।

@ANI

ABOUT THE AUTHOR

...view details