ଓଡିଶା

odisha

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ 5pm

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 22, 2022, 4:58 PM IST

୧. Srimandir Heritage Project Row: ନରସିଂହଙ୍କ କଟାକ୍ଷ, ସରକାର ସ୍ବଚ୍ଛ ଥିଲେ ରାତିଅଧିଆ କାମ କାହିଁକି

ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ ।

୨.ShriMandir Heritage Row: ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି କହିଲେ ବିଜେଡ଼ି ନେତ୍ରୀ ସୁଲତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ବିଜେଡ଼ି ନେତ୍ରୀ ସୁଲତା ଦେଓ । ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

୩. Hit and Run: ୩ ଅଭିଯୁକ୍ତ ଅଟକ, CCTV ଫୁଟେଜରେ ଦୁର୍ଘଟଣାର ଛାତିଥରା ଦୃଶ୍ୟ

ବଲାଙ୍ଗୀର ହିଟ ଏଣ୍ଡ ରନ ଘଟଣାରେ ପୋଲିସ ରୁଜୁ କଲା ହତ୍ୟା ମାମଲା । ତିନି ଅଟକ,ସାମନାକୁ ଆସିଲା ସିସିଟିଭି ଫୁଟେଜ ।

୪. ରଥଖଳା ହାଲଚାଲ: ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ

ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।

୫. Obulapuram Mining Case: OMC ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ 4 ବର୍ଷ ଜେଲ

ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲା ଓବୁଲାପୁରାମ ଖଣି କମ୍ପାନୀ ଅନିୟମିତତା ମାମଲାରେ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି ।

୬. ମାରାତ୍ମକ Hyperthermia, ଖରାକୁ ଅଯଥାରେ ନ ବାହାରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ପ୍ରବଳ ତାତି ବଢାଉଛି ମଲିଙ୍ଗନା ହାଇପରଥର୍ମିଆ ରୋଗ । ଜଳୀୟ ଅଂଶ କମିବା ସହ କରାଉଛି ଶକ୍ତିହୀନ।

୭. ପାଠ ପଢୁଆ ଛାତ୍ରଙ୍କ କମାଲ, ଅଳ୍ପ ଖର୍ଚ୍ଚରେ ତିଆରି କଲେ ଟ୍ରାକ୍ଟର

ବିଭିନ୍ନ ସମୟରେ ପଞ୍ଜାବୀଙ୍କୁ ଭିନ୍ନ ଭିନ୍ନ ଆରୋପ ଲଗାଯାଇ ବଦନାମ କରାଯାଇଥାଏ ।

୮. ତୈଳ ଦର ହ୍ରାସ ରାଜନୀତି: କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ନରସିଂହ, ଜବାବ ରଖିଲା BJD

ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

୯. ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ପିଲାଙ୍କ ପାଇଁ ସ୍କୁଲ ସାତସପନ

କୋରାପୁଟ ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଡାଗୁଡା ପଞ୍ଚାୟତର ସିଉନାପଦର ଓ କର୍ତାର ଗ୍ରାମରେ ସ୍କୁଲ ନଥିବା ପାଠପଢାରୁ ବଞ୍ଚିତ ପିଲା ।

୧୦. Mao Poster in kalahandi: ଶିକ୍ଷାନୁଷ୍ଠାନ ଉଡ଼ାଇବାକୁ ଚେତାବନୀ ଦେଲା ଲାଲବାହିନୀ

ପୁଣି ଥରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ। ଶିକ୍ଷାନୁଷ୍ଠାନକୁ ଉଡାଇ ଦେବାକୁ ଧମକ ଦେଇ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଜାମବାହାଲି ଗ୍ରାମ ନିକଟରେ ଏକ ଗଛରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।

ABOUT THE AUTHOR

...view details