ଓଡିଶା

odisha

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 11, 2022, 3:03 PM IST

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି: ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ଅର୍ଥମନ୍ତ୍ରୀ

ଜୁଲାଇ 2 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ବଜେଟ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

୨. ଓଡିଶାରେ ପଶି ମୃର୍ତ୍ତିକା ସର୍ଭେ କଲେ ଆନ୍ଧ୍ର ଅଧିକାରୀ !

କୋଟିଆରେ ଆନ୍ଧ୍ର-ଓଡ଼ିଶା ବିବାଦ ଥମିବାର ନାଁ ଧରୁନଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି ।

୩. ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିମିଳିପାଳ

ଆସନ୍ତା ୧୬ରୁ ଅକ୍ଟୋବର ୩୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ ।

୪. IND vs SA T20: ଷ୍ଟାଡିୟମକୁ ଖାଦ୍ୟ-ପାଣି ବୋତଲ ମନା

ଆସନ୍ତାକାଲି ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 ମ୍ୟାଚ ।

୫. IMA Passing Out Parade: ଆଇଏମଏରୁ ପାସ୍ ଆଉଟ୍‌ ହେଲେ ଆଫଗାନିସ୍ତାନର ଶେଷ ବ୍ୟାଚ

ଭାରତୀୟ ସୈନ୍ୟ ଏକାଡେମୀରୁ ପାସ୍ ଆଉଟ ହେଲେ ୩୭୭ କ୍ୟାଡେଟ୍‌ । ଆଫଗାନିସ୍ତାନର ଶେଷ ବ୍ୟାଚ୍ ମଧ୍ୟ ପାସ୍ ଆଉଟ୍‌ ହୋଇଛନ୍ତି ।

୬. ରାଷ୍ଟ୍ରପତି ନିର୍ବାଚନ: ୯୦ ଦଶକ ପରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର

୯୦ ଦଶକ ପରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ଭୋଟ ଦେବନି ଜାମ୍ମୁ-କାଶ୍ମୀର ।

୭. ଚାହୁଁ ଚାହୁଁ ଜଳି ଉଠିଲା ପ୍ଲାଷ୍ଟିକ ଗୋଦାମ, ଫସିଛନ୍ତି 4 ରୁ 5 ଶ୍ରମିକ

ରାଜସ୍ଥାନର ଦୌସା ଜିଲ୍ଲାର ଏକ ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଗୋଦାମ ଭିତରେ ୪ରୁ ୫ ଜଣ ଫସି ରହିଥିବା ସୂଚନା ।

୮. Prophet Remarks: ତେଜୁଛି ବିବାଦ, ଏପରି କହିଲେ ତସଲିମା ନସରିନ

ପ୍ରଫେଟ ମହମ୍ମଦଙ୍କ ବିଷୟରେ ଭାରତୀୟ ଜନତା ପାର୍ଟିର ନିଲମ୍ବିତ ମୁଖପାତ୍ରଙ୍କ ମନ୍ତବ୍ୟ ଯୋଗୁଁ ପ୍ରତିବାଦ ବ୍ୟାପକ ହେଉଥିବା ବେଳେ ଟ୍ବିଟ କରି ନିଜ ମନ୍ତବ୍ୟ ରଖିଛନ୍ତି ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ ।

୯. IND vs SA: ବାରବାଟୀରେ ଦିଲ୍ଲୀ ଭୁଲ୍‌ ଦୋହରାଇବେନି ତ ହାର୍ଦ୍ଦିକ !

ଦିନେଶ କାର୍ତ୍ତିକଙ୍କୁ ଟେଲ୍‌ଏଣ୍ଡର ଭାବି ଫ୍ୟାନ୍ସଙ୍କ ରୋଷର ଶିକାର ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

୧୦. ତିରୁପତି ମନ୍ଦିରରେ ଚପଲ ପିନ୍ଧି ବୁଲିଲେ ନୟନତାରା, ମିଳିଲା ଲିଗାଲ ନୋଟିସ୍‌

ବିବାହ ପରେ ପରେ ବିବାଦରେ ଛନ୍ଦି ହେଲେ ଅଭିନେତ୍ରୀ ନୟନତାରା ।

ABOUT THE AUTHOR

...view details