ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Nov 26, 2021, 9:01 PM IST

1.ଡିସେମ୍ବର ୧୫ରୁ ଆରମ୍ଭ ହେବ International flight services

କୋରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଅନ୍ତର୍ଜାତୀୟ ବିମାନ ସେବା ( International flight services to restart soon ) ପୁଣି ଥରେ ଆରମ୍ଭ ହେବ । ୧୫ ଡିସେମ୍ବରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବ । ଏୟାର ବୋବଲ ଚୁକ୍ତି ମାଧ୍ୟମରେ ଏହା ଆରମ୍ଭ କରାଯିବ ।

2.Niti Aayog report; ରାଜ୍ୟ ସରକାରଙ୍କୁ ଘେରିଲେ ନିରଞ୍ଜନ ପଟ୍ଟନାୟକ

ନୀତି ଆୟୋଗ ରିପୋର୍ଟ (Niti Aayog report) ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟ । ନିରଞ୍ଜନ କହିଛନ୍ତି ଦାରିଦ୍ର୍ୟକୁ ନେଇ ନୀତି ଅୟୋଗର ସଦ୍ୟତମ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

3.India-Russia Annual Summit; ଡିସେମ୍ବର ୬ରେ ଭାରତ ଆସୁଛନ୍ତି ଭ୍ଲାଦିମିର ପୁଟିନ

ଡିସେମ୍ବର ୬ରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russia President Vladimir Putin) । ଏନେଇ ଆଜି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି।

4.ଗୁଣ୍ଡାବାହିନୀ ଧରି ବୁଲୁଛନ୍ତି Aparajita: ଅନନ୍ତ ଜେନା

ରାଜ୍ୟରେ ମହିଳାଙ୍କ ସମେତ ସେ ନିଜେ ଅସୁରକ୍ଷିତ ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sadangi)ଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

5.Satish Mishra Odisha Visit: BMC ପ୍ରକଳ୍ପର ଅନୁଧ୍ୟାନ କଲେ ସତୀଶ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସତୀଶ ମିଶ୍ର । ସେ ଭୁବନେଶ୍ୱରର ବିଏମସି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।

6.ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଓଡ଼ିଶା ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ଦିନ ଧରି କୃଷି ଆନ୍ଦୋଳନ ଜାରି ରହିଥିଲା ।

7.Tiger Census in Similipal: ଡିଜିଟାଇଲାଜେସନରେ ହେଉଛି ବାଘ ଗଣନା

ଶିମିଳିପାଳ ଅଭୟାରଣ୍ୟରେ ଆଜିଠାରୁ ଆରମ୍ଭ ହେଲା ବାଘ ଗଣନା । ଚଳିତ ବର୍ଷ ଡିଜିଟାଲାଇଜେସନ ମାଧ୍ୟମରେ ବାଘ ଗଣନା କରିବାକୁ ଲକ୍ଷ୍ଯ ରଖିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ ।

8.Kotia Dispute; ଜାନୁୟାରୀରେ ହେବ ପରବର୍ତ୍ତୀ ଶୁଣାଣି, ଆନ୍ଧ୍ର ଆବେଦନ ଖାରଜ କଲେ SC

ଜାନୁୟାରୀରେ ହେବ କୋଟିଆ ମାମଲାର ପରବର୍ତ୍ତୀ ଶୁଣାଣୀ । ଆଜି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

9.ଶ୍ରୁତିଙ୍କୁ ୬ଘଣ୍ଟା ଧରି EDର ଜେରା: ଖୋଲିଲା ପାଠକ ଓ ପାଣିଗ୍ରାହୀ ଟ୍ରାନଜାକ୍ସନର ଗୁମର

ED(Enforcement Directorate)ରେ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଦୀର୍ଘ ୬ ଘଣ୍ଟା ଧରି ଶ୍ରୃତି ପାଣିଗ୍ରାହୀଙ୍କୁ କରାଗଲା ଜେରା ।

10.Junior Hockey WC: ଆର୍ଜେଣ୍ଟିନାକୁ ମାତ ଦେଇ କ୍ବାର୍ଟରରେ ଜର୍ମାନୀ

ଗୁରୁବାର ଗ୍ରୁପ ପର୍ଯ୍ଯାୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୨-୩ ଗୋଲରେ ପରାଜିତ କରିଛି ଜର୍ମାନୀ । ମ୍ୟାଚର ପ୍ରଥମ କ୍ବାର୍ଟରରେ ହିଁ ଜର୍ମାନୀ ଆର୍ଜେଣ୍ଟିନାକୁ ଏକ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା ।

ABOUT THE AUTHOR

...view details