1.ଆତଙ୍କୀ ଲିଙ୍କ ଅଭିଯୋଗ, 11 ସରକାରୀ କର୍ମଚାରୀ ବରଖାସ୍ତ
ଆତଙ୍କବାଦୀଙ୍କ ସମ୍ପର୍କ ଥିବା ପ୍ରମାଣ ମିଳିବା ପରେ ଜମ୍ମୁ କାଶ୍ମୀରର 11 ସରକାରୀ କର୍ମଚାରୀ ଦାୟିତ୍ବରୁ ବରଖାସ୍ତ ।
2.ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ 2 ଆହତ ଯବାନ, ଜଣେ ଗୁରୁତର
3.ମହାପ୍ରଭୁଙ୍କ ଶେଷ ଦେବଦାସୀଙ୍କ ଦେହାନ୍ତ
4.ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ଦାବି
ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ଦେବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।
5.ରଥଯାତ୍ରା: ମହାପ୍ରଭୁଙ୍କ ପାଇଁ ଆସିଲା 10 ଫୁଟର ଧୂପକାଠି