ଓଡିଶା

odisha

TOP NEWS@9AM: ବର୍ତ୍ତମାନର ବଡ ଖବର

By

Published : Oct 7, 2022, 9:02 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ବର୍ତ୍ତମାନର ବଡ ଖବର
TOP NEWS@9AM: ବର୍ତ୍ତମାନର ବଡ ଖବର

1. Dhamnagar By-poll: ଆଜି ଆସିବ ବିଜ୍ଞପ୍ତି, ପ୍ରସ୍ତୁତି ସମୀକ୍ଷା କଲେ CEO

ନଭେମ୍ବର 3 ତାରିଖରେ ଧାମନଗର ଉପ-ନିର୍ବାଚନ । ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

2. ଧରାପୃଷ୍ଠରୁ ବିଦାୟ ନେଲେ ମା', ବର୍ଷା ଭିଜା ଭସାଣି ଉତ୍ସବ ପାଳିଲା କଟକ

ବାଜା ଯେମିତି କଡା ନାଚ ବି ସେମିତି ଜବରଦସ୍ତ । ବର୍ଷା ଭିଜା ଭସାଣି ଉତ୍ସବ ପାଳିଛନ୍ତି କଟକବାସୀ

3.8 ସହରରେ Airtel 5G Plus ସେବା ଆରମ୍ଭ

ଆଠଟି ସହରରେ 5G ପ୍ଲସ୍ ସେବା ଆରମ୍ଭ କଲା ଏୟାରଟେଲ୍

4.କଂଗ୍ରେସ ସଭାପତି ନିର୍ବାଚନ: ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ଖଡ୍‌ଗେ

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ

5. କେନ୍ଦ୍ରୀୟ ବିଦ୍ୟାଳୟରେ ୧୧ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଶୌଚାଳୟ ଭିତରେ ଦୁଇ ସିନିୟର ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ।

6.ମୁସଲମାନ ବ୍ୟକ୍ତିଙ୍କ ମହାନତା, ହନୁମାନ ମନ୍ଦିର ପାଇଁ ଦାନ କଲେ ଜମି

ଚିକ୍କମାଗାଲୁରୁର ବାସିନ୍ଦା ମହମ୍ମଦ ନାସିରଙ୍କ ବଦାନ୍ୟତା । ନିଜ ଅର୍ଜିତ ସ୍ଥାବର ସମ୍ପତ୍ତିରୁ ୨କୋଟି ଟଙ୍କାର ଜମି ଦାନ କରି ମହାନତାର ପରିଚୟ ଦେଇଛନ୍ତି

7.ଦେବୀଗଡାରେ ବିସର୍ଜନ: ମା’ଙ୍କ ଆଗମନରେ ମନରେ ବାନ୍ଧିଥିଲେ ଆଶା, ସବୁ ଉଜାଡି ଦେଲା ବର୍ଷା

ମା'ଙ୍କ ମେଲଣକୁ ନେଇ ବେଶ ଚଳଚଞ୍ଚଳ ହୁଏ ଦେବୀଗଡା । ଦୁର୍ଗାପୂଜା ଆସିଲେ ମୁଣ୍ଡଟେକେ ଦେବୀଗଡାର ମିନିବଜାର

8.ଧାମନଗର ଉପନିର୍ବାଚନ: ରେସରେ ଅନେକ, କାହାକୁ ଭରସା କରିବେ ନବୀନ ?

ଧାମନଗର ଉପନିର୍ବାଚନ ନେଇ ବାଜି ସାରିଛି ବିଗୁଲ । କିଏ ହେବ ବିଜେଡିର ପ୍ରାର୍ଥୀ ସେନେଇ ଆରମ୍ଭ ହୋଇଛି ଅଙ୍କକଷା ।

9. Ind vs SA 1st ODI: ସାମସନଙ୍କ ଲଢ଼ୁଆ ଇନିଂସ, ଦକ୍ଷିଣ ଆଫ୍ରିକାଠୁ ୯ ରନ୍‌ରେ ହାରିଲା ଭାରତ

ଭାରତକୁ ପ୍ରଥମ ଦିନିକିଆରେ ୯ ରନ୍‌ରେ ପରାଜିତ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଭାରତ ୯ ୱିକେଟ ବିନିମୟରେ ମାତ୍ର ୨୪୦ ରନ୍‌ ହିଁ କରି ପାରିଥଲା ।

10.ଆରପାରିରେ ବରିଷ୍ଠ ଅଭିନେତା ଅରୁଣ ବଳି

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅରୁଣ ବଳି । 79ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ABOUT THE AUTHOR

...view details