ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 18, 2022, 9:03 PM IST

୧. Anti Agnipath protests: ତେଲେଙ୍ଗାନା ଓ ବିହାରରେ ହିଂସା ପଛରେ କୋଚିଂ ସେଣ୍ଟରର ଭୂମିକା !

ଅଗ୍ନିପଥ ଯୋଜନାକୁ ବିରୋଧ ବେଳେ ହିଂସା ପୂର୍ବ ଯୋଜନାବଦ୍ଧ ।

୨. କଡ ଲେଉଟାଉଛି କୋଭିଡ: ମହାରାଷ୍ଟ୍ରରେ ଗୋଟିଏ ଦିନରେ ସଂକ୍ରମଣ 4 ହଜାର ନିକଟତର

ମହାରାଷ୍ଟ୍ରରେ ପୁଣି ଉପରମୁହାଁ କୋଭିଡ ଗ୍ରାଫ । ଗୋଟିଏ ଦିନରେ ରାଜ୍ୟରେ 3,883 ନୂଆ ସଂକ୍ରମିତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 22,828କୁ ବୃଦ୍ଧି ।

୩. ଚିଲିକାରେ ବୁଡିଲା ମାଛଧରା ଡଙ୍ଗା

ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା । ମାଛ ଧରି ଫେରିବା ବେଳେ ବୁଡିଗଲା ଡଙ୍ଗା ।

୪. ବିଷକ୍ରିୟାରୁ ହୋଇପାରେ ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ପୋଲିସ

ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ର ଦୈତରାଜ ନାୟକ ସନ୍ଦେହଜନକ ମୃତ୍ୟୁ ମାମଲାର ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ ।

୫. Agnipath Scheme : ଯୋଜନାକୁ ସକରାତ୍ମକ ଭାବେ ଦେଖିବା ଉଚିତ୍ କହିଲେ ଅପରାଜିତା ଷଡଙ୍ଗୀ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ରଖିଲେ ବିଜେପି ଜାତୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

୬. ବାଂଲାଦେଶରେ ଶକ୍ତି ସଙ୍କଟ: ରାତି 8 ପରେ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାଂଲାଦେଶରେ ମଧ୍ୟ ଶକ୍ତି ସଙ୍କଟ ଜାରି । ରାତି 8 ପରେ ଦୋକାନ ବଜାର ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ।

୭. ଗଡ଼ଖାଇକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମଜନିତ ସମସ୍ୟା ବୋଲି ଚର୍ଚ୍ଚା

କଟକ ଗଡଖାଇକୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

୮. ଲୁଧିଆନା ଷ୍ଟେସନରେ ଆନ୍ଦୋଳନକାରୀଙ୍କ ଆତଙ୍କ, CCTVରେ କଏଦ ଔଦ୍ଧତ୍ୟର ଦୃଶ୍ୟ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ହିଂସା ଏବେ ପଞ୍ଜାବରେ ମଧ୍ୟ ଦେଖିବାକୁ ମିଳିଛି ।

୯. President Polls: ବିରୋଧୀଙ୍କ ପ୍ରାର୍ଥୀ ହେବେନି ଫାରୁକ, ନିଷ୍ପତ୍ତିକୁ କରିବେ ସମର୍ଥନ

ବିରୋଧୀ ମେଣ୍ଟକୁ ମିଳୁନି ରାଷ୍ଟ୍ରପତି ପ୍ରାର୍ଥୀ ।

୧୦. ମୁଖ୍ୟମନ୍ତ୍ରୀ ବିଦେଶ ଯାଆନ୍ତୁ, ହେଲେ ଇନଭେଷ୍ଟମେଣ୍ଟ ହେବ କେମିତି ବ୍ୟବସ୍ଥା କରନ୍ତୁ

ଦଶବର୍ଷ ତଳେ ମଧ୍ୟ ଯାଇଥିଲେ ହଜାର ହଜାର କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଆଣିବାକୁ

ABOUT THE AUTHOR

...view details