1.ଶିଶୁ ମୃତ୍ୟୁହାର ନିୟନ୍ତ୍ରଣରେ ଓଡିଶାକୁ ସଫଳତା, ବିଭାଗୀୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାକୁ ବଡ ସଫଳତା । ପ୍ରତି ଏକ ହଜାରରେ ୩୬କୁ କମିଲା ଶିଶୁ ମୃତ୍ୟୁହାର ।
2.IND vs SA T-20: ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା, ସହରରେ ଲାଗିବ ବଡ ବଡ LED ସ୍କ୍ରିନ
3.ବନ୍ଦ ଘରୁ ବଙ୍ଗୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
4.ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି ପୋଡିଗଲା ବୋଝିଆର ଗୋଡ
5.ଲୋନ ଆପ ଜରିଆରେ ଠକେଇ, ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ