1-ମହାନଦୀରେ କମୁଛି ବନ୍ୟାଜଳ
ମହାନଦୀ ଓ କାଠଯୋଡ଼ିରେ କମୁଛି ବନ୍ୟାଜଳ । ମୁଣ୍ଡଳି ଦେଇ 8 ଲକ୍ଷ 88 ହଜାର 149 କ୍ୟୁସେକ୍ ଜଳ ପ୍ରବାହିତ ।
2-ନବୀନଙ୍କ ପରେ କିଏ ହେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲିଲେ ଦାମ
3-ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି କହିଲେ SRC
4-ମୁନାୱାର ଫାରୁକିଙ୍କ showକୁ ହାଇଦ୍ରାବାଦରେ ବିରୋଧ, ଧମକ ଦେଲେ BJP ନେତା
5-Earthquake, ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂମିକମ୍ପ
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ । ରିକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ ।