ଓଡିଶା

odisha

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 16, 2022, 7:00 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Odisha Assembly: ଶୁନ୍ୟକାଳରେ ଉଠିଲା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ, ବିଶ୍ୱସ୍ତରୀୟ ଘଟଣା କହି କଟାକ୍ଷ କଲେ ବିଷ୍ଣୁ

ବିଧାନସଭା ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ ।

୨. ହେଲିପ୍ୟାଡ ହେଲେ ଆପତ୍ତି ନାହିଁ, ସ୍କୁଲ ଯିବା ପାଇଁ ରାସ୍ତା ପ୍ରାଥମିକତା: ବମ୍ବେ ହାଇକୋର୍ଟ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗ୍ରାମରେ ହେଲିପ୍ୟାଡ ନିର୍ମାଣ ପ୍ରସଙ୍ଗରେ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀ ।

୩. India Air Force Day: ଦିଲ୍ଲୀ ନୁହେଁ, ଚଣ୍ଡିଗଡରେ ହେବ ପରେଡ ଓ ଫ୍ଲାଏପାଷ୍ଟ

ଚଳିତ ବର୍ଷ ହିଣ୍ଡନ ଏୟାର ବେସ ପରିବର୍ତ୍ତେ ଚଣ୍ଡିଗଡରେ ପାଳନ ହେବ ବାୟୁସେନା ଦିବସ । ପରେଡ ସହ ହେବ ଫ୍ଲାଏପାଷ୍ଟ ।

୪. ରାଜ୍ୟରେ ରାସ୍ତାକଡରେ ରହୁଛନ୍ତି ୩୯୩ ଶିଶୁ: ଖୋର୍ଦ୍ଧାରେ ସର୍ବାଧିକ, ଦ୍ବିତୀୟରେ ଯାଜପୁର

ଶିଶୁ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।

୫. ରାଜ୍ୟରେ ସକ୍ରିୟ ଲଘୁଚାପ, ୧୪ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ରାଜ୍ୟରେ ଗତ କିଛି ଦିନ ଧରି ସକ୍ରିୟ ରହିଛି ଲଘୁଚାପ ।

୬. ବୋଲବମ୍‌ଯାତ୍ରୀଙ୍କ ପାଇଁ କୋଭିଡ ନିୟମ ଜାରି, ମାସ୍କ ପିନ୍ଧିବାକୁ କାଉଡ଼ିଆଙ୍କୁ ଅନୁରୋଧ

ଦୀର୍ଘ ଦୁଇ ବର୍ଷ ପରେ ବୋଲବମ ଯାତ୍ରା ଆରମ୍ଭ ହୋଇଥିବାରୁ ଉତ୍ସାହିତ କାଉଡ଼ିଆ ।

୭. ବାର୍ଷିକ ରିପୋର୍ଟ ଦେଲେ ସାଂସଦ ଅମର, ଓଡ଼ିଆଙ୍କ ସ୍ୱାର୍ଥକୁ ଦେଇ ଆସିଛନ୍ତି ଗୁରୁତ୍ୱ

ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ।

୮. ମେରେ ଦେଶକେ ଯବାନ... କୁନି ଝିଅର ସଂସ୍କାରରେ ଆଚମ୍ବିତ ଯବାନ, ଭିଡିଓ ସେୟାର କଲେ କେନ୍ଦ୍ରମନ୍ତ୍ରୀ

ଭାରତ ମାତାର ଜାଗ୍ରତ ପ୍ରହରୀ ଦେଶର ବୀର ଯବାନ । ଜନନୀ ଜନ୍ମଭୂମିକୁ ସର୍ବଦା ସର୍ବୋପରି ସୁରକ୍ଷିତ ରଖିବା ପାଇଁ ସୀମାରେ ଛାତି ଚିରି ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଦୃଢତାର ସହ ଛିଡା ହୋଇଛନ୍ତି ବୀର ଯବାନ ।

୯. Shooting World Cup: ଐଶର୍ଯ୍ୟ ପ୍ରତାପ ସିଂ ତୋମାରଙ୍କୁ ସ୍ବର୍ଣ୍ଣ

ISSF ରାଇଫଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି ।

୧୦. ଜ୍ୱାଇଁ ହେବେ ଲଳିତ ମୋଦି ! ଏମିତି ଜବାବ ଦେଲେ ସୁସ୍ମିତାଙ୍କ ପିତା

ସୁସ୍ମିତା ଏବଂ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଥିଲା । ଏହାପରେ ପ୍ରତିକ୍ରିୟା ରଖିଥିଲେ ତାଙ୍କ ପୂର୍ବତନ ପ୍ରେମିକ ରୋହମାନ ।

ABOUT THE AUTHOR

...view details