ଓଡିଶା

odisha

By

Published : Jan 27, 2022, 7:08 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. କୋଭିଡକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ସତର୍କତା

କୋଭିଡ ମହାମାରୀ ବିରୋଧରେ ଏବେବି ସଂଗ୍ରାମ ଜାରି ରହିଛି । ତେବେ କୋଭିଡ ପ୍ରତିହତ କରିବାରେ ଗୋଷ୍ଠୀଙ୍କ ଭୁମିକାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ଆଲୋଚନା ହେଉଛି ।

2. ନିଲାମ ନାକଚ: ବିଲେଇସର୍ଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ହେବ ନିର୍ବାଚନ

ବଲାଙ୍ଗୀରରେ ସରପଞ୍ଚ ପଦବୀକୁ 44 ଲକ୍ଷ ଟଙ୍କାରେ ନିଲାମ ଅଭିଯୋଗ ଘଟଣା। ତହସିଲଦାରଙ୍କ କୋର୍ଟରେ ହାଜର ହେଲେ ସଂପୃକ୍ତ ଗ୍ରାମବାସୀ । କୌଣସି ବେଆଇନ କାମ ନକରିବାକୁ ଦେଲେ ଲିଖିତ ପ୍ରତିଶ୍ରୁତି ।

3. ମିଳିଲା ଅନୁମତି: ଘରୋଇ ହସ୍ପିଟାଲ ଓ କ୍ଲିନିକରେ ଉପଲବ୍ଧ ହେବ କୋଭିଡ ଟିକା

ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ମିଲିଲା ବଜାର ପ୍ରବେଶ ଅନୁମତି । ଏଣିକି ଘରୋଇ ହସ୍ପିଟାଲ ଓ କ୍ଲିନିକରୁ କିଣିପାରିବେ ପ୍ରାପ୍ତ ବୟସ୍କ ।

4. ସାସଂଦଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ଅଭିଯୋଗକାରୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ

ବିଜେପି ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ନେଇ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ଯୁବତୀ ।

5. Covid Recovery Report: କୋରୋନାରୁ ସୁସ୍ଥ ହେଲେ 11157 ଆକ୍ରାନ୍ତ

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୧୧୫୭ ଆକ୍ରାନ୍ତ । ଗୁରୁବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୧୧୫୭ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୬୩୩୯୬କୁ ବୃଦ୍ଧି ହୋଇଛି ।

6. TATAକୁ ହସ୍ତାନ୍ତର ହେଲା Air India, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ମୁଖ୍ୟ

ଏୟାର ଇଣ୍ଡିଆ ହସ୍ତାନ୍ତର ପୂର୍ବରୁ ଟାଟା ସନ୍ସ ଅଧ୍ୟକ୍ଷ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ହେଲା କିଛି ସମୟର ଆଲୋଚନା ।

7. ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା BJD

ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି ।

8. Healthy Beverages: ଉତ୍ତମ ସ୍ବାସ୍ଥ୍ୟ ପାଇଁ ପିଅନ୍ତୁ ଏହି ୬ ପ୍ରକାର ଚା'

ଚା' ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ କିଛି ଲୋକେ ଚା'କୁ ନିଶା ବୋଲି ମଧ୍ୟ ଭାବିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏପରି ୬ ପ୍ରକାରର ଚା' ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ଚା' ପିଇବାର ଅଭ୍ୟାସକୁ ବଜାୟ ରଖିବା ସହିତ ସ୍ବାସ୍ଥ୍ୟ ପାଇଁ ହୋଇପାରିବ ଉପଯୋଗୀ ।

9. FIH Pro League: 20 ଜଣିଆ ଭାରତୀୟ ପୁରୁଷ ହକି ଟିମରେ 2 ଓଡିଆ

ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଆଗାମୀ FIH ପ୍ରୋ-ଲିଗ୍‌ ପାଇଁ ହକି ଇଣ୍ଡିଆ ଗୁରୁବାର ୨୦ ଜଣିଆ ଭାରତୀୟ ପୁରୁଷ ହକି ଟିମ ଘୋଷଣା । ଘୋଷିତ ଟିମରେ ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କ ସମେତ ଦୁଇ ଓଡିଆ ।

10. Mouni Roy Wedding: ସୁରଜଙ୍କ ସହ ପଡିଲା ନାଗିନଙ୍କ ହାତଗଣ୍ଠି

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗିନ ଷ୍ଟାର ମୌନି ରଏ । ସୋସିଆଲ ମିଡ଼ିଆରେ ବ୍ରାଇଡାଲ ଲୁକ୍‌ ହେଉଛି ଭାଇରାଲ ।

ABOUT THE AUTHOR

...view details