ଓଡିଶା

odisha

By

Published : Sep 25, 2021, 7:18 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଆସୁଛି ଆଉ ଏକ ଲଘୁଚାପ, ୨୯ରେ ଛୁଇଁବ ଉପକୂଳ

ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗର ପୂର୍ବ କେନ୍ଦ୍ରାଞ୍ଚଳର ଆଉ ଏକ ଲଘୁଚାପ ରୂପଧାରଣ କରିଛି ।

2.୧୪ କିମି ବେଗରେ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା 'ଗୁଲାବ'

୧୪ କିଲୋମିଟର ବେଗରେ ଆଗକୁ ବଢୁଛି ସମ୍ଭାବ୍ୟ ବାତ୍ୟା ଗୁଲାବ ।

3.ତିନି ମାସରେ ସରିବ ବାରବାଟୀ ଷ୍ଟାଡିୟମ କାମ: OCA Secretary

ଦୁଇ ବର୍ଷ ପରେ ଓଡିଶା କ୍ରିକେଟ ଆସୋସିଏସନ(OCA)କୁ ମିଳିଛି ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନର ଅବସର । ଆସନ୍ତା ୩ ମାସ ମଧ୍ୟରେ ଷ୍ଟାଡିୟମ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

4.ମିଳିଲା ନିଖୋଜ ODRAF ଯବାନଙ୍କ ମୃତଦେହ

ମୁଣ୍ଡଳି ବ୍ୟାରେଜ ନିକଟରେ ଓଡ୍ରାଫ ବୋଟ ଓଲଟିବା ଘଟଣା । ମିଳିଲା ନିଖୋଜ ଥିବା ଓଡ୍ରାଫ ଯବାନଙ୍କ ମୃତଦେହ ।

5.ସମ୍ଭାବ୍ୟ ବାତ୍ୟା 'ଗୁଲାବ': ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

6.ମିଶନ ଗୋବରୀ, କେନ୍ଦ୍ରାପଡାରେ ଦଳ ସଫେଇ କଲେ ଯାଜପୁରର ଶହଶହ ଚାଷୀ

ଶୁଣିଲାନି ପ୍ରଶାସନ, ସମସ୍ୟା ସୁଧାରିବାକୁ ଉଦ୍ୟମ କଲେ ଚାଷୀ । ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ହାତରେ କାଟେଣି, ଠେଙ୍ଗା ଓ ବିଭିନ୍ନ ଅସ୍ତ୍ର ଧରି ଭୋକ ଉପାସରେ ଲାଗିପଡିଛନ୍ତି ଚାଷୀ ।

7.IPL 2021: ଦିଲ୍ଲୀକୁ ୧୫୪ ରନ୍‌ରେ ରୋକିଲା ରାଜସ୍ଥାନ

ଆଇପିଏଲର ୩୬ତମ ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୫୪ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

8.26/11 ଦୋଷୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ, ମିଳିତ ଦାବି କଲେ ଭାରତ-ଆମେରିକା

ଏଣିକି ଆତଙ୍କବାଦୀ ଓ ଏହାର ପୃଷ୍ଠପୋଷକଙ୍କୁ ତ୍ରାହି ନାହିଁ । ସମସ୍ତ ଆତଙ୍କୀ ସଂଗଠନ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ବର୍ତ୍ତି ପାରିବେ ନାହିଁ ୨୬/୧୧ ମୁମ୍ବାଇ ଆକ୍ରମଣକାରୀ ଓ ଏହାର ଆକ୍କା ।

9.ଅଚାନକ ଫୁଟିଲା ଗୁଳି: ଆଖି ବୁଜିଲେ ଯବାନ, ଅନ୍ୟ ଜଣେ ଗୁରୁତର

ଅଚାନକ ଫୁଟିଲା ଗୁଳି । ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

10.ଯୁବକଙ୍କ ହାଜତ ମୃତ୍ୟୁ ପରେ ହସ୍ପିଟାଲ ଛାତରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଭାଇ

ବରଗଡ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢୁଛି ଅସନ୍ତୋଷ । ଆତ୍ମହତ୍ୟା ଉଦ୍ୟମ ଦେଲେ ମୃତକଙ୍କ ଭାଇ ।

ABOUT THE AUTHOR

...view details