ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Sep 18, 2021, 7:12 PM IST

1.ପୂର୍ବତନ ପାଟଣା ବିଧାୟକ ରାମରାୟଙ୍କ ପରଲୋକ, ଶୋକ ଜଣାଇଲେ ନବୀନ-ଧର୍ମେନ୍ଦ୍ର

ପରଲୋକରେ ପୂର୍ବତନ ପଟଣା ବିଧାୟକ ରାମରାୟ ମୁଣ୍ଡା । ୧୯୬୭ ମହିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ ।

2.ସରିଲା OJEE ପରୀକ୍ଷା, 75 ପ୍ରତିଶତ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ଆଜି(ଶନିବାର) ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି ।

3.ଇସ୍ତଫା ପରେ ମୁହଁ ଖୋଲିଲେ କ୍ୟାପଟେନ, କହିଲେ ଦଳୀୟ ନିଷ୍ପତ୍ତି କରିଛି ଅପମାନିତ

ଇସ୍ତଫା ପରେ ମୁହଁ ଖୋଲିଲେ କ୍ୟାପଟେନ ଅମିରନ୍ଦର ସିଂ। କହିଲେ ଗତ କିଛି ମାସ ମଧ୍ୟରେ ଦଳୀୟ କାର୍ଯ୍ୟକଳାପ ମତେ ଅପମାନିତ କରିଛି । ସକାଳେ ଇସ୍ତଫା ଦେବା ନେଇ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିଥିଲି ବୋଲି କହି ।

4.ରାଜ୍ୟସଭା ଉପନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଛି ।

5.ଛାତ୍ରୀଙ୍କୁ ସ୍କୁଲଠୁ ଦୂରରେ ରଖୁଛି ତାଲିବାନ, ଚିନ୍ତା ପ୍ରକଟ କଲା UNICEF

ଆଫଗାନି ଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ବାଧକ ସାଜୁଛି ତାଲିବାନ । ଏଥିଲାଗି ଚିନ୍ତା ପ୍ରକଟ କରିଛନ୍ତି UNICEF ମୁଖ୍ୟ ହେନରିଟ୍ଟା ଫୋର ।

6.ସ୍ବାମୀଙ୍କୁ ଭୁଲିବାକୁ ଚାହୁଁଛନ୍ତି ଶିଳ୍ପା, ନୂଆ ଆରମ୍ଭ ନେଇ ସୋସିଆଲ ମିଡିଆରେ କଲେ ସେୟାର

ଜୀବନରେ ଅତୀତକୁ ଯାଇ କିଛି ବଦଳାଇବା ଅସମ୍ଭବ । ଏଣୁ ବର୍ତ୍ତମାନ ନୂଆ ଅନ୍ତ କରି ପୁଣି ଜୀବନକୁ ଆରମ୍ଭ କରିବା ପ୍ରସଙ୍ଗରେ ଇନଷ୍ଟାଗ୍ରାମରେ ଏକ ନୋଟ ସେୟାର କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ।

7.ଉତ୍ତରାଖଣ୍ଡ ହାଇକୋର୍ଟରେ ନିଯୁକ୍ତି ପାଇଲେ ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର

ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର। ସର୍ବୋଚ୍ଚ ନ୍ୟାୟାଳୟ ଦେଲେ ନିଯୁକ୍ତି।

8.ପଞ୍ଜାବ କଂଗ୍ରେସରେ ବଡ ପରିବର୍ତ୍ତନ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜନୀତିରେ ବଡ ପରିବର୍ତ୍ତନ ନେଇ ଆଜି ସକାଳୁ ଆରମ୍ଭ ହେଲାଣି ଚର୍ଚ୍ଚା ।

9.ACF ସୋମ୍ୟ ମୃତ୍ୟୁ ମାମଲା; DFO ସଂଗ୍ରାମଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ବହୁଚର୍ଚ୍ଚିତ ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ଜେନାଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଷ୍ଟେଟ ଫରେନସିକ ଲ୍ୟାବରେ ପ୍ରାୟ ଦୁଇ ଘଣ୍ଟା ଧରି ଏଭଳି ଟେଷ୍ଟ କରାଯାଇଛି ।

10.ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି, 3 ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା। ମହାନଦୀ ଗଣ୍ଡରେ ୨୨ ମିଟର ଜଳସ୍ତର ବିପଦ ସଙ୍କୁଳ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା 17 ମିଟର ରହିଥିଲା।

ABOUT THE AUTHOR

...view details