୧.'ବିପର୍ଯ୍ୟୟ ପରିଚାଳନା'କୁ ବାଧ୍ୟତାମୂଳକ ବିଷୟ କଲା ଶିକ୍ଷା ବିଭାଗ
ଏଣିକି ବିପର୍ଯ୍ୟୟ ପରିଚାଳନା ବିଷୟକୁ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ବାଧ୍ୟତାମୂଳକ ଭାବେ ପଢିବେ ।
୨.Pornography Case: କୁନ୍ଦ୍ରାଙ୍କୁ ସାଙ୍ଗରେ ନେଇ ଶିଳ୍ପାଙ୍କ ଘରେ ହାଜର କ୍ରାଇମବ୍ରାଞ୍ଚ
୩.ପାର୍ଲାମେଣ୍ଟରେ ଅଲମ୍ପିକ କ୍ରେଜ: 4 କଂଗ୍ରେସ ସାଂସଦ ପିନ୍ଧିଲେ ଟିମ ଇଣ୍ଡିଆ ଜର୍ସି
ଅଲମ୍ପିକରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଭାରତୀୟ ଟିମ ଜର୍ସି ପରିଧାନ କଲେ କେରଳର 4 କଂଗ୍ରେସ ସାଂସଦ ।
୪.ଟୋକିଓ ଅଲମ୍ପିକ: ସମସ୍ତ ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି ।
୫.ସୁଧୁରୁନି ସ୍ମାର୍ଟସିଟିର ସ୍ମାର୍ଟଚିତ୍ର, ବର୍ଷାରେ ବୁଡୁଛି ରାଜଧାନୀର ଗଳିକନ୍ଦି