ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @7PM

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 14, 2020, 7:05 PM IST

1-ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହଜାର ହେଲେ ଓଟିଭି ଏମଡି । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହୋଇଛନ୍ତି ହାଜର ।

2-ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ପୁରୀ ଏସପିଙ୍କ ସତ୍ୟପାଠ ଦାଖଲ

ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ଭିଶାଲ ସିଂଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରଯାଇଛି ।

3-ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବାପ ପୁଅ। ତେବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପୋଲିସ ଦୁଇଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

4-ଇରାକ ସେନା ଗୁଳିରେ 42 ଆଇଏସ ଆତଙ୍କବାଦୀ ନିହତ

ଇରାକ ସେନାକୁ ବଡ ସଫଳତା । ଇରାକ ସେନାର ଗୁଳିରେ 42 ଆଇଏସ ଆତଙ୍କବାଦୀ ନିହତ ।

5-G-MAIL ସମେତ ଅନେକ ଗୁଗଲ ଆପ୍ସ ଡାଉନ, ଚିନ୍ତାରେ ୟୁଜର୍ସ

ୟୁଟ୍ୟୁବ, ଜିମେଲ ସମେତ ଗୁଗଲର ଅନେକ ଆପ୍ସ କାମ କରିବା ବନ୍ଦ କରିଦେଇଛି । ଉପଭୋକ୍ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି ।

6-IIT-ମାଡ୍ରାସରେ ମାଡୁଛି କୋରୋନା କାୟା, 100ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସଂକ୍ରମିତ ପରେ ସଟଡାଉନ କ୍ୟାମ୍ପସ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ମାଡ୍ରାସ( IIT-ମାଡ୍ରାସ)ର ପାଖାପାଖି 104 ଛାତ୍ରଛାତ୍ରୀ ଓ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ଆଇଆଇଟି ମାଡ୍ରାସର କ୍ୟାମ୍ପସକୁ ଅସ୍ଥାୟୀ ଭାବେ ସଟଡାଉନ ଘୋଷଣା କରାଯାଇଥିବା ଜଣାପଡିଛି ।

7-ବଢିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ଅଡୁଆ, ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପଠାଇଲେ ଖୋଲା ଚିଠି

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତର ପୂର୍ବତନ ରାଷ୍ଟ୍ରଦୂତମାନେ କାନାଡା ପ୍ରଧାନମନ୍ତ୍ରୀଙ୍କ ନାଁରେ ଲେଖିଛନ୍ତି ଖୋଲା ଚିଠି ।

8-Z + ସୁରକ୍ଷାରେ କୈଳାସ ବିଜୟ ବର୍ଗୀୟ

ବଢିଲା କୈଳାସ ବିଜୟ ବର୍ଗୀୟଙ୍କ ସୁରକ୍ଷା, ଏଣିକି ମିଳିବ ଜେଡ + ସୁରକ୍ଷା

9-ସ୍ଲେଜିଂଠୁ ସର୍ଟ ପିଚ୍, ଅଷ୍ଟ୍ରେଲିଆକୁ କଡା ଜବାବ ଦେବ ଭାରତ: ଶୁଭମନ ଗିଲ୍

ସ୍ଲେଜିଂଠୁ ନେଇ ସର୍ଟ ପିଚ୍ ବୋଲିଂ, ସବୁର କଡା ଜବାବ ଅଷ୍ଟ୍ରେଲିଆକୁ ଦେବ ଭାରତ ବୋଲି କହିଛନ୍ତି ଶୁଭମନ ଗିଲ୍ ।

10-ନ୍ୟୁଜିଲାଣ୍ଡ ନୁହେଁ, ଟେଷ୍ଟ ଟପ୍ ରାକିଂରେ ଅଷ୍ଟ୍ରେଲିଆ: ଆଇସିସି

ଅଷ୍ଟ୍ରେଲିଆ 116.461 ପଏଣ୍ଟ ସହ ଦଶମିକ ଅଙ୍କ ଅନୁଯାୟୀ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି ।

ABOUT THE AUTHOR

...view details