ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 7, 2022, 5:15 PM IST

୧. ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

୨. ପ୍ରବଳ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

ଗତ ରାତିରୁ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ସବ ମାଇନର କେନାଲରୁ ପାଣି ନିଷ୍କାସିତ ହୋଇ ନପାରି ଜୟପାଟଣା ବ୍ଲକ ଜୋରଖଣ୍ଡି ଗ୍ରାମର ଲୋକଙ୍କ ଘରେ ପଶିଲା ପାଣି ।

୩. ଆସୁଛନ୍ତି ଅମିତ ଶାହା, କଟକରେ ମୁତୟନ ହେବେ 30 ପ୍ଲାଟୁନ ଫୋର୍ସ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତକୁ ନେଇ ସିଲଭର ସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି ।

୪. କେନ୍ଦ୍ର-ରାଜ୍ୟ ବିବାଦର ସମାଧାନ କରିବ NITI Aayog: ମୁଖ୍ୟମନ୍ତ୍ରୀ

ନୀତି ଆୟୋଗର ସପ୍ତମ ପରିଚାଳନା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

୫. Dhanbad judge Death case: ୨ ଦୋଷୀଙ୍କୁ ଆଜୀବନ ଜେଲ୍‌

ବହୁଚର୍ଚ୍ଚିତ ଧାନବାଦ ବିଚାରପତି ମୃତ୍ୟୁ ଘଟଣା । ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ ।

୬. ରାଜଧାନୀରେ ସୁରକ୍ଷିତ ନୁହନ୍ତି ମହିଳା ! 6 ମାସରେ 1100 ଜଣ ଦୁଷ୍କର୍ମର ଶିକାର

ଦିଲ୍ଲୀରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

୭. ତନ୍ତ୍ର ପୀଠ ତଳ ମଣିନାଗ : ଦିନେ ପଡୁଥିଲା ନରବଳି, ଏବେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

ରଣପୁର ଗଡ଼ଜାତର ଆରାଧ୍ୟ ଦେବୀ ଭାବେ ଖ୍ୟାତ ମା' ମଣିନାଗ l

୮. ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ସନ୍ଦିଗ୍ଧ ଆତଙ୍କୀ ଗିରଫ

ଦିଲ୍ଲୀର ଜାମିଆ ନଗର ଥାନା ଅଞ୍ଚଳର ବଟଲା ହାଉସରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କଲା ଏନଆଇଏର ଏକ ଟିମ୍ ।

୯. CWG 2022: ବକ୍ସିଂ ଇଭେଣ୍ଟ୍‌ରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ପଦକ ଜିତିଲେ ନୀତୁ ଜ୍ଞାନଘାସ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ବକ୍ସିଂ ଇଭେଣ୍ଟ୍‌ରେ ଭାରତ ଜିତିଲା ସ୍ବର୍ଣ୍ଣ ପଦକ । ମହିଲା ବିଭାଗର ଫାଇନାଲ୍‌ ରାଉଣ୍ଡରେ ଏକ ପାଖିଆ ଭାବେ ଜିତିଲେ ନୀତୁ ଜ୍ଞାନଘାସ୍‌ ।

୧୦. CWG 2022: ବର୍ମିଂହାମରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହକି ଇଭେଣ୍ଟରେ ଭାରତୀୟ ମହିଳା ହକି ଦଳ କାଂସ୍ୟ ପଦକ ହାସଲ କରିଛି ।

ABOUT THE AUTHOR

...view details