1.ବାଲେଶ୍ୱର ଆଖପାଖରେ ଲ୍ୟାଣ୍ଡଫଲ କରିବ ୟସ
26 ମେ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗଉପକୂଳ ଛୁଇଁବ ବାତ୍ୟା ୟସ । ତେବେ ଏହି ଦିନ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ ରହିଛି ।
2.ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ବାତ୍ୟା ଆଶ୍ରୟସ୍ଥଳୀରେ ପିନ୍ଧନ୍ତୁ ଦୁଇଟି ମାସ୍କ
ବାତ୍ୟା ପୂର୍ବରୁ ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ । କହିଲେ ଡବଲ ବିପଦ ବେଳେ ଜରୁରୀ ଦୁଇଟି ମାସ୍କ ।
3.ବାଲେଶ୍ବରରେ ବାତ୍ୟାର ତାଣ୍ଡବ ଆରମ୍ଭ, ଗଛ ଉପୁଡି 3 ଆହତ
ବାଲେଶ୍ଵରରେ ବାତ୍ୟା ୟସ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ରାସ୍ତା କଡରେ ଥିବା ଗଛ ଉପୁଡି ପଡିବାରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ଆହତ ହୋଇଛନ୍ତି ।
4.ୟସ ଚିନ୍ତା, ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର
5.ହାବିଲଦାରଙ୍କ ହେଟ ଷ୍ଟୋରୀ: ଥାନାରେ ପ୍ରେମ, ବିବାହ ପରେ ହତ୍ୟା ଉଦ୍ୟମ