1-କୋଭିଡ଼ ପାଇଁ ବାତିଲ ହେଲା ଏକାଧିକ ପାସେଞ୍ଜର
2-ମେ 31 ପର୍ଯ୍ୟନ୍ତ ମହିଳା କମିଶନରର ଶୁଣାଣି ସ୍ଥଗିତ
3-ସମ୍ଭାବ୍ୟ ବାତ୍ୟା ପରେ ବନ୍ୟା ସ୍ଥିତି ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ: ସର୍ବୋଚ୍ଚ ଯନ୍ତ୍ରୀ
4-କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
5-ନାବାଳକକୁ ବୀଭତ୍ସ ହତ୍ୟା
ଜମିବାଡ଼ି ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ନାବାଳକକୁ ବୀଭତ୍ସ ଭାବରେ ହତ୍ୟା । ଅଭିଯୁକ୍ତ ଅଟକ ।