୧. କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ହେବ ବୃଦ୍ଧି, ଉପକୃତ ହେବେ ୭.୫୦ ଲକ୍ଷ ଗୋଟାଳୀ
୨. Paperless Assembly: ଦେଶରେ ୧ ନଂ ଓଡ଼ିଶା ବିଧାନସଭା, ପୁରସ୍କାର ଦେବ କେନ୍ଦ୍ର
ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ବିଧାନସଭା ହୋଇଥିବାବେଳେ ପୁରସ୍କାର ଦେବ କେନ୍ଦ୍ର ।
୩. କଟକରେ ନକଲି ସସ୍ ପରେ ଏବେ ନକଲି Surf, 3 ସ୍ଥାନରେ ଚଢାଉ
ବଜାରରେ ବିକ୍ରି ହେଉଛି ନକଲି ସର୍ଫ ଏକ୍ସଏଲ ଡିଟରଜେଣ୍ଟ । ଏ ନେଇ କଟକର ଟାଙ୍ଗି, ସଦର ଖଣ୍ଡେଇତା ଓ ମାହାଙ୍ଗାରେ ଚଢାଉ ।
୪. ଆଦିବାସୀଙ୍କ ଜମିରେ ଆନ୍ଧ୍ର ଚାଷୀଙ୍କ ଲୋଲୁପ ଦୃଷ୍ଟି
୫. SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି