1. ଝାଡଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ
2.‘ବନ୍ଦ କରନ୍ତୁ ଅପପ୍ରଚାର, ଆମେ ଆର୍ଥିକ ସ୍ବଚ୍ଛଳ ଓ ଦାୟିତ୍ବ ନେବାକୁ ସକ୍ଷମ’
3.ପାର୍ବଣ ଗାଇଡଲାଇନ ସମସ୍ତେ ମାନନ୍ତୁ, ସୁସ୍ଥ ରୁହନ୍ତୁ; ସ୍ବାସ୍ଥ୍ୟ ନିର୍ଦ୍ଦେଶକ
4. କାମ ଦେଲାନି ECMO ଚିକିତ୍ସା, SCBରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ
ଏସସିବି ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ପୂର୍ବରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
5. ଧଉଳି ଏସିଡ ମାଡ ଘଟଣା, ଗୁଜୁରାଟରୁ ଧରାପଡିଲା ଫେରାର ସ୍ବାମୀ