ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 28, 2021, 3:18 PM IST

1. ମାନବିକତାକୁ ମାରିଦେଲା ମହାମାରୀ, ସାଇକେଲରେ ମୃତଦେହ ବୋହିଲା ପୁଅ

କୋରୋନା ମାରିଦେଲା ମାନବିକତା, ସାଇକେଲରେ ବୁହାହେଲା ମୃତଦେହ ।

2.ଆଗୁଆ ଜାମିନ କ୍ଷେତ୍ରରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ପ୍ରଥମେ ଜିଲ୍ଲା ଦୌରାଜଜ ଯିବାକୁ ନିର୍ଦ୍ଦେଶ

ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୃସିଂହ ସୁତାର ନାମକ ଆବେଦନକାରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛନ୍ତି ।

3.ରାଜ୍ୟରେ ବିଳମ୍ବ ହୋଇପାରେ ତୃତୀୟ ପର୍ଯ୍ୟାୟ ଟିକା ଦାନ

ମେ’ ପହିଲାରୁ ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ରାଜ୍ୟରେ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

45.ବେଟିଂ ଆଳରେ ପୋଲିସ ସେଟିଂ, ହାଇପ୍ରୋଫାଇଲ ହାୱଲା କାରବାରରେ 1 କୋଟି ଜବତ

କୋଟିଏ ଟଙ୍କାକୁ ଦେଢ କୋଟି କରାଇଦେବା କହି ଠକେଇ ଉଦ୍ୟମ । ହାଇପ୍ରୋଫାଇଲ କାରବାର ଖୁଲାସା କରିବା ସହିତ ଗ୍ୟାଙ୍ଗରେ ସାମିଲ ଥିବା 6 ଜଣଙ୍କ ସହିତ ଦୁଇ ଜଣ ପୋଲିସଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।
5.ବେଲଗାମ ତେଲ ଦର, ହନ୍ତସନ୍ତ ଯାତ୍ରୀ

ଖାଉଟିଙ୍କୁ ମହଙ୍ଗା ମାଡ । ହୁ ହୁ ହୋଇ ବଢି ଚାଲିଛି ତେଲଦର । ବଦ୍ଧିତ ତେଲ ଦର ଯୋଗୁଁ ଚିନ୍ତାରେ ଲୋକେ ।

6.ମହାମାରୀ ମୁକାବିଲା: ଗଞ୍ଜାମ ସହରାଞ୍ଚଳରେ ଦିନ 2ଟାରୁ ସକାଳ 5ଟା ଯାଏଁ ବଜାର ବନ୍ଦ

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳରେ ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଦିନ ୨ଟା ଠାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର ।

7.ଏଣିକି ଦିଲ୍ଲୀରେ ସରକାର ଅର୍ଥ ‘ଉପରାଜ୍ୟପାଳ’

କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ଏବେ ସର୍ବେସର୍ବା ହେଲେ ଉପରାଜ୍ୟପାଳ । କାର୍ଯ୍ୟକାରୀ ହେଲା ‘ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ଆଇନ 2021’ ।

8.ସୁରକ୍ଷାବାହିନୀ ଗୁଳିରେ ଟଳିଲେ 2 ନକ୍ସଲ

ଗାଡଚିରୋଲି ଜଙ୍ଗଲରେ ସୁରକ୍ଷା ବାହିନୀ ନକ୍ସଲ ବିରୋଧୀ ଅପରେସନ । 2 ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ।
9.ଅକ୍ସିଜେନ ଅଭାବରୁ 4 ରୋଗୀ ମୃତ, ଉତ୍ତେଜନା ଭୟରେ ହସ୍ପିଟାଲ ଛାଡିଲେ କର୍ମଚାରୀ

ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 4 କୋରୋନା ରୋଗୀ । ଉତ୍ତେଜନା ଭୟରେ ହସପିଟାଲ କର୍ମଚାରୀମାନେ ରୋଗୀଙ୍କୁ ଛାଡି ପଳାଇଲେେ ।

10.ସୋନୁଙ୍କୁ ସନ୍ତୁଷ୍ଟ କରୁଛି ‘ସେବା’

ନୂଆ ଟ୍ବିଟ ପାଇଁ ପୁଣି ସମସ୍ତଙ୍କ ମନ କିଣିଲେ ସୋନୁ । ଲୋକଙ୍କ ସେବା କରିବା ତାଙ୍କ ଆତ୍ମାକୁ କରୁଛି ସନ୍ତୁଷ୍ଟ ବୋଲି ଜଣାଇଲେ ଅଭିନେତା ।

For All Latest Updates

ABOUT THE AUTHOR

...view details