1.Maha crisis: ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବାକୁ ବାଚସ୍ପତିଙ୍କୁ SCଙ୍କ ନିର୍ଦ୍ଦେଶ
2.ନୂଆ ସଂସଦ ଭବନରେ ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ନୂଆ ସଂସଦ ଭବନର ଛାତରେ ସାଢେ 6 ମିଟର ଉଚ୍ଚତାର ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।
3.JEE Main Result: ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର
4.ଆଜିଠୁ ରାଜଧାନୀର ସମସ୍ତ ସପିଂ ମଲରେ ମାସ୍କ ବାଧ୍ୟତାମୂଳକ
5.ଅଦାଲତ ଅବମାନନା ପାଇଁ ବିଜୟ ମାଲ୍ୟାଙ୍କୁ 4 ମାସ ଜେଲ ଦଣ୍ଡ