1. Cyclone Update: 8ରେ ବାତ୍ୟା, 10ରେ ଛୁଇଁବ ଉପକୂଳ !
୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
2. ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ
3. ବାତ୍ୟା ଚିତ୍ର ଅସ୍ପଷ୍ଟ, ଗୁଜବରୁ ଦୂରେଇ ରୁହନ୍ତୁ: ପାଣିପାଗ ବିଜ୍ଞାନୀ
4. ମରିଗଲା ମାନବିକତା, COVID ସହାୟତା ଦେବାକୁ ଲାଞ୍ଚ ମାଗିଲେ ଅସ୍ତରଙ୍ଗ ତହସିଲର କିରାଣୀ
5. ଭିସୁଟରେ ଛାତ୍ର ଅଶାନ୍ତି, ରାତି ସାରା ଧାରଣାରେ ଛାତ୍ରଛାତ୍ରୀ