ଓଡିଶା

odisha

By

Published : Oct 19, 2021, 1:04 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: ମାଟି ତଳୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା । ମହାଲିଙ୍ଗ ଷ୍ଟାଡିୟମର ମାଟି ତଳୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ ।

2.ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଲୋକ, କାଶ୍ମୀର ହତ୍ୟାର ତଦନ୍ତ କରିବ NIA

ଜାମ୍ମୁ କାଶ୍ମୀରରେ ସର୍ବସମ୍ମୁଖରେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) ।

3.‘କାଶ୍ମୀରରେ ପାକିସ୍ତାନ ଖେଳୁଛି ୨୦-୨୦ ଅଥଚ UAE ରେ ମ୍ୟାଚ ଖେଳିବେ ଦୁଇ ଦେଶ’

ଆସନ୍ତା ୨୪ରେ UAEରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ-ପାକିସ୍ତାନ T-20 ବିଶ୍ବକପ ମ୍ୟାଚକୁ ଦେଶରେ ବିରୋଧ । ତାଲିକାରେ ଯୋଡିହେଲେ ଅସଦୁଦ୍ଦୀନ ଓୱେସୀ ।

4.୨୮ ବର୍ଷ ପୂର୍ବେ ଦେଇଥିଲେ ନକଲି ମାର୍କସିଟ, ୫ ବର୍ଷ ପାଇଁ ଜେଲ ଗଲେ ବିଜେପି ବିଧାୟକ

୨୮ ବର୍ଷ ତଳେ ନକଲି ମାର୍କ ସିଟ୍ ଦାଖଲ କରି କଲେଜରେ ଆଡମିଶନ କରିଥିଲେ ଅଯୋଧ୍ୟାର ଗୋସାଇଗଞ୍ଜରୁ ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀ ।

5.India Corona: 13,058 ନୂଆ ସଂକ୍ରମିତ, 164 ମୃତ

ନିୟନ୍ତ୍ରଣରେ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 13,058 ସଂକ୍ରମିତ ।

6.ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର। ହାଇକୋର୍ଟ ନୂଆ କନଫ‌ରେନ୍ସ ହଲଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।

7.ବାଘ ମୁକ୍ତ ହେବ ଓଡିଶାର ଜଙ୍ଗଲ, ଛାଲ ଜବତରେ STF ସଫଳ

ରାଜ୍ୟରେ ଦିନକୁ ଦିନ ବଢୁଛି ବ୍ୟାଘ୍ର ଶିକାର । STF ହାତରେ ଧରାପଡିଲା ଆଉ ଜଣେ ବାଘ ଛାଲ ବ୍ୟବସାୟୀ ।

8.ତୈଳଦର ବୃଦ୍ଧି ଓ ଚୀନ ପ୍ରସଙ୍ଗ ଉପରେ କହିବାକୁ ଡରୁଛନ୍ତି ମୋଦି: ଓୱେସୀ

ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ AIMIM ସଭାପତି ତଥା ସାଂସଦ ଅସଦୁଦ୍ଦିନ ଓୱେସୀ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଦ୍ରାବାଦରେ କଡା ସମାଲୋଚନା କରି କହିଛନ୍ତି ଯେ, ମୋଦି ଦୁଇଟି କଥା କେବେବି ଉଠାନ୍ତି ନାହିଁ ।

9.ଆପତ୍ତିଜନକ ମନ୍ତବ୍ୟ ଦେଇ ଅଭିନେତ୍ରୀ ୟୁଭିକା ଗିରଫ

ବିଗ୍ ବସ୍-୯ ପ୍ରତିଯୋଗୀ ତଥା ଅଭିନେତ୍ରୀ ୟୁଭିକା ଚୌଧୁରୀ ଗିରଫ । ୩ ଘଣ୍ଟା ଜେରା ପରେ ଅନ୍ତରୀଣ ଜାମିନରେ ଆସିଲେ ଅଭିନେତ୍ରୀ ।

10. ଦିନେ ବାଧ୍ୟ ହୋଇ ଆପଣାଇଥିଲେ ଫେନସିଂ, ଆଜି ଭାରତକୁ ବିଜୟ ଭେଟିଦେଲେ ଭବାନୀ

ଫ୍ରାନ୍ସ ଫେନସିଂ ପ୍ରତିଯୋଗିତାରେ ଜିତିଛନ୍ତି ଭାରତର ତାରକା ଫେନସର ଭବାନୀ ଦେବୀ । ମହିଳା ବ୍ୟକ୍ତିଗତ ସାବ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏନେଇ ଟ୍ବିଟ କରି ଜଣାଇଛନ୍ତି ଭବାନୀ ।

ABOUT THE AUTHOR

...view details