ଓଡିଶା

odisha

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Feb 21, 2021, 11:12 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ଢେଙ୍କାନାଳ OPTCL ପାୱାର ଗ୍ରୀଡ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଢେଙ୍କାନାଳ OPTCL ପାୱାର ଗ୍ରୀଡ଼ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ..

2.କର୍ଲାପାଟରେ ପୁଣି ଏକ ହାତୀ ଶାବକର ମୃତ୍ୟୁ, ସଂଖ୍ୟା ୭କୁ ବୃଦ୍ଧି

ଶନିବାର କେନ୍ଦ୍ରୀୟ ଟିମ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଘୁଷୁରୀଗୁଡି ଗାଁରେ ତଦନ୍ତ କରୁଥିବା ସମୟରେ ଆଉ ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି..

3.ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା 67କୁ ବୃଦ୍ଧି

ଉତ୍ତରାଖଣ୍ଡ ଜଳପ୍ରଳୟ ଘଟଣାରେ ଆଜି ଆଉ 5ଟି ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା 67 ଜଣଙ୍କ ମୃତଦେହ ମିଳିଛି..

4.16 ଘଣ୍ଟା ଚାଲିଲା ଭାରତ-ଚୀନ ବୈଠକ, ସୈନ୍ୟ ହଟାଇବାକୁ ଚାପ ପକାଇଲା ଭାରତ

ଦୀର୍ଘ 16 ଘଣ୍ଟା ଧରି ବସିଥିବା ଏହି ବୈଠକରେ ପୂର୍ବ ଲଦ୍ଦାଖରେ ହଟ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ ଭଳି କ୍ଷେତ୍ରରୁ ମଧ୍ୟ ସୈନ୍ୟ ଫେରାଇ ନେବା ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହୋଇଛି..

5.ନିୟମ ଉଲ୍ଲଙ୍ଘନ କରି ଚାଲିଥିଲା ଯାତ୍ରା, ବନ୍ଦ କଲା ପ୍ରଶାସନ

କୋରୋନା ସମ୍ପୂର୍ଣ୍ଣ ଯାଇ ନଥିବାରୁ ଯାତ୍ରା କରିବାକୁ ଆଜି ପର୍ଯ୍ୟନ୍ତ ଅନୁମତି ଦିଆଯାଇନାହିଁ..

6.ଆଜି କେରଳ ଗସ୍ତରେ ଯିବେ ଯୋଗୀ ଆଦିତ୍ୟନାଥ

ଆଜି କେରଳ ଗସ୍ତରେ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ..

7.ଦେଶ ଇତିହାସରେ ପ୍ରଥମ, ସ୍ମରଣୀୟ ହେବ ଡିଜିଟାଲ ଜନଗଣନା

ଆଗାମୀ ଜନଗଣନା ଦେଶର ପ୍ରଥମ ତଥା ଉଲ୍ଲେଖନୀୟ ଡିଜିଟାଲାଇଜଡ୍ ଜନଗଣନା ହେବ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି..

8.ଇରାକର ସାଲାହୁଦ୍ଦିନ ପ୍ରଦେଶରେ ମାଡ ହେଲା 3 ରକେଟ

ତିନୋଟି କାଟୁଷା ରକେଟ୍ ଇରାକର ସାଲାହୁଦ୍ଦିନ ପ୍ରଦେଶରେ ମାଡ ହୋଇଥିଲା ବୋଲି ଏକ ପ୍ରାଦେଶିକ ସୁରକ୍ଷା ସୂତ୍ରରୁ ପ୍ରକାଶ..

9.ପୂଜା ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଯାଜପୁର ରୋଡ ଥାନ ପହଙ୍ଗା ଗାଁରେ ସ୍ଵରସ୍ବତୀ ପୂଜା ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ..

10.ଭାରତୀୟ ଦଳରେ ସୂର୍ଯ୍ୟକୁମାର, ଛୁଟିଲା ଶୁଭେଚ୍ଛାର ବାର୍ତ୍ତା

ପ୍ରଥମଥର ପାଇଁ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ସ୍କ୍ବାଡରେ ସ୍ଥାନ ମିଳିଛି । ଏହାପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି..

ABOUT THE AUTHOR

...view details