ଓଡିଶା

odisha

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 26, 2022, 11:00 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.90 ବର୍ଷରେ ପାଦ ଦେଲେ ମନମୋହନ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋନହ ସିଂଙ୍କର ୯୦ ତମ ଜନ୍ମଦିନ (Birthday of former pm Manmohan singh )।

2.ଘାଟିରେ ଓଲଟିଲା କାମଧେନୁ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି ଜିଲ୍ଲା ମୋହନା ରାଇସିଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ(Bus Overturns) । ମୁନିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ ଘଟିଲା ଅଘଟଣ ।

3.Rajasthan Political Crisis: ଗେହେଲଟ ଗୋଷ୍ଠୀର ୭୬ ବିଧାୟକଙ୍କ ଇସ୍ତଫା

ରାଜସ୍ଥାନରେ ଇସ୍ତଫା ଦେଲେ 76 ଜଣ ବିଧାୟକ । ବାଚସ୍ପତିଙ୍କୁ ଭେଟି ଦେଲେ ସମୂହ ଇସ୍ତଫା (Congress MLA resignation)।

4.Odisha Covid Cases: ପୁଣି 164 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 164 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.India Corona: ଦିନକରେ ୪୧୨୯ ନୂଆ ସଂକ୍ରମିତ

ଦେଶରେ କମୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 4,129 ଜଣ ନୂଆ ସଂକ୍ରମିତ ।

6.ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ପୁରୀ ଜିଲ୍ଲା ଗୋପ ବ୍ଲକ ବିଜେପି ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି କୁଶପୁତ୍ତଳିକା ଦାହ କରିଛି ।

7.ଆଜିଠୁ ରାଷ୍ଟ୍ରପତିଙ୍କ 3 ଦିନିଆ କର୍ଣ୍ଣାଟକ ଗସ୍ତ, ଦଶହରା ମହୋତ୍ସବର କରିବେ ଶୁଭାରମ୍ଭ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ 3 ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ । 26ରୁ 28 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରହିବେ ରାଷ୍ଟ୍ରପତି । ମହୀଶୂରରେ ଆୟୋଜିତ ଦଶହରା ମହୋତ୍ସବର ଉଦଘାଟନ କରିବେ ।

8.ଲଣ୍ଡନରେ ହଟହଟା ହେଲେ ପାକିସ୍ତାନ ମନ୍ତ୍ରୀ, ଚୋରଣୀ ଚୋରଣୀ ନାରା ଲଗାଇଲେ ପ୍ରବାସୀ

ଲଣ୍ଡନ ଗସ୍ତରେ ଥିବା ପାକିସ୍ତାନ ସୂଚନା ମନ୍ତ୍ରୀଙ୍କୁ ଘେରିଲେ ପ୍ରବାସୀ ପାକିସ୍ତାନୀ (marriyum aurangzeb heckled) । ପ୍ରଶ୍ନବାଣରେ କଲେ ଘାଇଲା । ଲଗାଇଲେ ଚୋରଣୀ ଚୋରଣୀ ନାରା ।

9.ଆଜିଠୁ ବାଟବାଟୀରେ ଲିଜେଣ୍ଡ୍ସ ଲିଗ କ୍ରିକେଟ, ମୁହାଁମୁହିଁ ହେବେ ହରଭଜନ-ଇରଫାନ

ଆଜିଠୁ ବାରବାଟୀରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ । ଏନେଇ ବାରବାଟୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ବନାମ ଭିଲୱାରା କିଙ୍ଗସ ।

10.Khatron Ke Khiladi 12: ଟାଇଟଲ ହାତେଇଲେ ତୁଷାର

ରିଆଲିଟି ଶୋ' ଖତରୋଁ କେ ଖିଲାଡି ସିଜିନ 12ର (Khatron Ke Khiladi 12) ବିଜେତା ହୋଇଛନ୍ତି ଡ୍ୟାନ୍ସ କୋରିଓଗ୍ରାଫର ତୁଷାର କାଲିଆ ।

ABOUT THE AUTHOR

...view details