୧. MSP ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ, ହେଲେ ଉତ୍ସାହଜନକ ନୁହେଁ: କୃଷିମନ୍ତ୍ରୀ
୨. President Election: ଜୁଲାଇ 18ରେ ମତଦାନ, 21ରେ ଗଣତି
୩. ଭାରତରୁ ନେପାଳ ଗଡିବ ପର୍ଯ୍ୟଟନ ଟ୍ରେନ, ଏହି ସେବା ପ୍ରଦାନରେ IRCTC ପ୍ରଥମ
ରାମ ତୀର୍ଥସ୍ଥଳଗୁଡିକର ଯାତ୍ରା ପାଇଁ ଭାରତ ଓ ନେପାଳ ମଧ୍ୟରେ ଗଡିବ ପ୍ରଥମ ପର୍ଯ୍ୟଟନ ଟ୍ରେନ ।
୪. Ind vs SA T20: ଖେଳାଳିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମେ ଫେୟାର, ଖାଇବାରେ ରହିଛି କାକେରା ଓ ଛେନାପୋଡ
ଆରମ୍ଭ ହୋଇଯାଇଛି ବାଟବାଟୀ ବ୍ୟାଟେଲ କାଉଣ୍ଟଡାଉନ । ଆଉ ମାତ୍ର ୨ ଦିନର ଅପେକ୍ଷା ।
୫. ରଥଖଳା ହାଲଚାଲ: ଦଣ୍ଡାରେ ଚାଲିଛି କଣ୍ଟା ବାଡ଼ିଆ କାର୍ଯ୍ୟ
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା ।