କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସାଙ୍ଘାତିକ ଅଭିଯୋଗ । ହୁଗୁଳି ଜିଲ୍ଲାର ତାରକେଶ୍ବର ନିର୍ବାଚନୀ ମଣ୍ଡଲୀରେ ଜଣେ ନାବାଳିକାଙ୍କୁ ସିଆରପିଏଫ ଯବାନ ଅସଦାଚରଣ କରିଥିବା ନେଇ ଅଭିଯୋଗ ହେଉଛି ।
ନାବାଳିକାଙ୍କୁ CRPF ଯବାନଙ୍କ ଅସଦାଚରଣ ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ TMC ସାଂସଦ - CRPF ଯବାନଙ୍କ ଅସଦଆଚରଣ ଅଭିଯୋଗ
ହୁଗୁଳି ଜିଲ୍ଲାର ତାରକେଶ୍ବର ନିର୍ବାଚନୀମଣ୍ଡଲୀରେ ଜଣେ ନାବାଳିକାଙ୍କୁ ସିଆରପିଏଫ ଯବାନ ଅସଦଆଚରଣ କରିଥିବା ନେଇ ଅଭିଯୋଗ । ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାଏନ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...
ନାବାଳିକାଙ୍କୁ CRPF ଯବାନଙ୍କ ଅସଦଆଚରଣ ଅଭିଯୋଗ, ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ TMC ସାଂସଦ
ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାଏନ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି । ଘଟଣାକୁ ନିନ୍ଦା କରି ବ୍ରିଏନ୍ କେନ୍ଦ୍ରୀୟ ବଳକୁ ଭୋଟରଙ୍କୁ ଭୟଭୀତ କରିବା ଏବଂ ପଶ୍ଚିମବଙ୍ଗ ନିର୍ବାଚନ 2021 ରେ ଭାରତୀୟ ଜନତା ପାର୍ଟିକୁ ଭୋଟ୍ ଦେବାକୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି।