ଓଡିଶା

odisha

ETV Bharat / bharat

ଏସଭିବିସି ଅଶ୍ଳୀଳ ସାଇଟ ମାମଲା, ପୁଣି 3 କର୍ମଚାରୀ ନିଲମ୍ବିତ

ଶ୍ରୀ ଭେଙ୍କଟେଶର ଭକ୍ତ ଚ୍ୟାନେଲ କମ୍ପ୍ୟୁଟରରୁ ଅଶ୍ଳୀଳ ସାଇଟ ମିଳିବା ଘଟଣାରେ ନିଲମ୍ବନ ସଂଖ୍ୟା ବଢିଛି । ଅଧିକ ପଢନ୍ତୁ....

ଅଶ୍ଳୀଳ ସାଇଟ ମାମଲା , ପୁଣି 3 କର୍ମଚାରୀ ନିଲମ୍ବିତ
ଅଶ୍ଳୀଳ ସାଇଟ ମାମଲା , ପୁଣି 3 କର୍ମଚାରୀ ନିଲମ୍ବିତ

By

Published : Apr 5, 2021, 11:02 PM IST

ଅମରାବତୀ: କମ୍ପ୍ୟୁଟରରୁ ଅଶ୍ଳୀଳ ସାଇଟ ମିଳିବା ଘଟଣାରେ ନିଲମ୍ବନ ସଂଖ୍ୟା ବଢିଛି । ଏହି ଘଟଣାରେ ପୁଣି ଅନ୍ୟ 3 ଜଣ ଏସଭିବିସି କର୍ମଚାରୀ ନିଲମ୍ବନ ହୋଇଛନ୍ତି । ନିଲମ୍ବନ 3 ଜଣ ଶ୍ରୀ ଭେଙ୍କଟେଶର ଭକ୍ତ ଚ୍ୟାନେଲ(ଏସଭିବିସି ) ସମ୍ପାଦକ କୃଷ୍ଣ ରାଓ ଏବଂ ପରିଚାଳକ ମୁରଲୀ କୃଷ୍ଣ ଏବଂ ସୋମା ଶେଖରଙ୍କୁ ନିଲମ୍ବିତ କରାଯାଇଥିଲା ।

ଅଶ୍ଳୀଳ ଲିଙ୍କ୍ ଘଟଣାରେ ଏପର୍ଯ୍ୟନ୍ତ 10 ଜଣଙ୍କୁ ବରଖାସ୍ତ କରିସାରିଲାଣି । ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ସାଇବର ସୁରକ୍ଷା ଇଣ୍ଟେଲିଜେନ୍ସ ୟୁନିଟ୍ ସହିତ ଟିଟିଡି ମଧ୍ୟ ତଦନ୍ତ ଆରମ୍ଭ କରିଛି । ନିଲମ୍ବିତ କର୍ମଚାରୀଙ୍କ କମ୍ପ୍ୟୁଟରରେ ଅଶ୍ଳୀଳ ଚିତ୍ର ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details