ହାଇଦ୍ରାବାଦ: ଫେବୃଆରୀ 16ରେ ବାହାଘର ମାତ୍ର କେମିତି ଆସିବ ବରଯାତ୍ରୀ, କେମିତି ଆସିବେ କୁଣିଆ । ରାସ୍ତାରେ ଜମା ହୋଇ ରହିଛି ନାଳ ପାଣି । ଏମିତି କିଛି ଅଭିଯୋଗ ଭରା ଟ୍ବିଟ କରିଛନ୍ତି ହରିୟାଣା ଫରିଦାବାଦର କନ୍ୟା । ବାରମ୍ବାର ନଗର ନିଗମ ଦ୍ବାରସ୍ଥ ହେବା ପରେ ବି ସୁଧୁରିନି ସମସ୍ୟା ଫଳରେ ଟ୍ବିଟ କଲେ କନ୍ୟା ।
ସରକାର ଶୁଣ: ରାସ୍ତାରେ ନାଳପାଣି, ଆସିପାରିବନି ବରଯାତ୍ରୀ - swere water on the road
ଫେବୃଆରୀ 16ରେ ବାହାଘର ମାତ୍ର କେମିତି ଆସିବ ବରଯାତ୍ରୀ, କେମିତି ଆସିବେ କୁଣିଆ । ରାସ୍ତାରେ ଜମା ହୋଇ ରହିଛି ନାଳ ପାଣି । ଅଧିକ ପଢନ୍ତୁ...
ରାସ୍ତାରେ ନାଳପାଣି, ଆସିପାରିବନି ବରଯାତ୍ରୀ
ବିବାହର କାର୍ଡ ଦେବା ସହ କଲୋନି ରାସ୍ତାର ଫଟୋ ମଧ୍ୟ ସେୟାର କରିଛନ୍ତି ହରିୟାଣା କନ୍ୟା କାମିନୀ । ଏହାସହ ହରିୟାଣା ମୁଖ୍ୟମନ୍ତ୍ରୀ ଅନିଲ୍ ଭିଜଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ଓ ଜଲଦି ସମସ୍ୟାର ସମାଧାନ ପାଇଁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ