ବେଙ୍ଗାଲୁରୁ: ବାୟୁସେନା ପ୍ରତିଷ୍ଠା କରିବ 100 ଶଯ୍ୟା ବିଶିଷ୍ଠ କୋଭିଡ୍ ଚିକିତ୍ସା କେନ୍ଦ୍ର । ସାଧାରଣ ଜନତାଙ୍କ ପାଇଁ ବେଙ୍ଗାଲୁରୁର ବାୟୁସେନା ଷ୍ଟେସନ ଜାଲାହାଲିରେ ଭାରତୀୟ ବାୟୁସେନା ପକ୍ଷରୁ ଖୋଲିବ ଏହି କୋଭିଡ୍ କେନ୍ଦ୍ର ।
ମେ 6 ରୁ କାର୍ଯ୍ୟକାରୀ ହେବ ବାୟୁସେନାର 100 ଶଯ୍ୟା ବିଶିଷ୍ଠ କୋଭିଡ୍ ସେଣ୍ଟର
ଭାରତୀୟ ବାୟୁସେନା ଜାଲାହାଲିରେ ଖୋଲିବ 100 ଶଯ୍ୟା ବିଶିଷ୍ଠ କୋଭିଡ୍ ଚିକିତ୍ସା କେନ୍ଦ୍ର । ମେ' 6 ରେ 20ଟି ଶଯ୍ୟା କାର୍ଯ୍ୟକ୍ଷମ ହେବ । ଅଧିକ ପଢନ୍ତୁ...
ବାୟୁସେନା ଖୋଲିବ 100 ଶଯ୍ୟା ବିଶିଷ୍ଠ କୋଭିଡ୍ ଚିକିତ୍ସା କେନ୍ଦ୍ର
ପ୍ରଥମ 20ଟି ଶଯ୍ୟା ଅମ୍ଳଜାନ ଏକାଗ୍ରତା ସହିତ ମେ' 6 ରେ କାର୍ଯ୍ୟକ୍ଷମ ହେବ ଏବଂ ଅବଶିଷ୍ଟ 80 ଟି ଶଯ୍ୟା ମେ' 20 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖିଛି ପ୍ରତିରକ୍ଷା ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ