କୋଲକାତା:ଏସଏସସି(SSC)ରେ ନିଯୁକ୍ତି ଦୁର୍ନୀତି(School Service Commission Recruitment Scam) ମାମଲା । କୋଲକାତା ହାଇକୋର୍ଟ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାରେଶ ଅଧିକାରୀଙ୍କ ଝିଅ ଅଙ୍କିତା ଅଧିକାରୀଙ୍କ ଚାକିରିକୁ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବେଞ୍ଚ ଅଙ୍କିତାଙ୍କୁ ପୂର୍ବ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ବେତନକୁ ମଧ୍ୟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ- SSC Recruitment Scam: CBI ଆଗରେ ହାଜର ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ