ରାୟପୁର:ଏଣିକି ବ୍ରେଲି ଅକ୍ଷରରେ ହନୁମାନ ଚାଳିଶା ପଢି ପାରିବେ । ବର୍ତ୍ତମାନ ଦୃଷ୍ଟିହୀନମାନେ ହନୁମାନ ଚାଳିଶା ବ୍ରେଲି ଅକ୍ଷରରେ ପଢି ପାରିବେ । ରାମାୟଣକୁ ବ୍ରେଲି ଅକ୍ଷରରେ ପଢିଲା ପରି ବର୍ତ୍ତମାନ ହନୁମାନ ଚାଳିଶା ମଧ୍ୟ ବ୍ରେଲି ସ୍କ୍ରିପ୍ଟରେ ଉପଲବ୍ଧ ହେବ ।
ବ୍ରେଲି ଅକ୍ଷରରେ ହନୁମାନ ଚାଳିଶା ଛାପିଲେ ରାୟପୁରର ମହିଳା
ଏଣିକି ବ୍ରେଲି ଅକ୍ଷରରେ ହୁନୁମାନ ଚାଳିଶା ପଢି ପାରିବେ । ବର୍ତ୍ତମାନ ଦୃଷ୍ଟିହୀନମାନେ ହନୁମାନ ଚାଳିଶା ବ୍ରେଲି ଅକ୍ଷରରେ ପଢି ପାରିବେ । ରାୟପୁରର ଶୁଭାଙ୍ଗୀ ଆପ୍ଟେ(୬୭) ନାମକ ଜଣେ ମହିଳା ବ୍ରେଲିରେ ଅକ୍ଷରରେ ହନୁମାନ ଚାଳିଶା ଛାପିଛନ୍ତି । ଅଧିକ ପଢନ୍ତୁ
ରାୟପୁରର ମହିଳା ଛାପିଲେ, ବ୍ରେଲି ଅକ୍ଷରରେ ହନୁମାନ ଚାଳିଶା
ରାୟପୁରର ଶୁଭାଙ୍ଗୀ ଆପ୍ଟେ(୬୭) ନାମକ ଜଣେ ମହିଳା ବ୍ରେଲିରେ ଅକ୍ଷରରେ ହନୁମାନ ଚାଳିଶା ଛାପିଛନ୍ତି । ତେବେ ଶୁଭାଙ୍ଗୀ ଏହାକୁ ଖୁବ୍ଶୀଘ୍ର ଉନ୍ମୋଚନ କରିବେ ବୋଲି କହିଛନ୍ତି । ଏହାପରେ ଏହାକୁ ଦୃଷ୍ଟିହୀନ ଲୋକଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରାଯିବ । ଏପଟେ ଆମ ଇଟିଭି ପ୍ରତିନିଧି ତାଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ