ନୂଆଦିଲ୍ଲୀ: ନଭେମ୍ବର 11ରୁ ପଶ୍ଚିମବଙ୍ଗରେ ଆରମ୍ଭ ହେବ 696 ରେଳସେବା । ଏନେଇ ରବିବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି । ତେବେ ଅଧିକ ରେଳ ସେବା ଯୋଗାଇବା ଦ୍ବାରା ଯାତ୍ରୀଙ୍କ ଗମାନାଗମନ ଅଧିକ ସହଜ ହେବ ବୋଲି ସେ କହିଛନ୍ତି ।
ନଭେମ୍ବର 11ରୁ ପଶ୍ଚିମବଙ୍ଗରେ ଚାଲିବ 696 ଟ୍ରେନ
ନଭେମ୍ବର 11ରୁ ପଶ୍ଚିମବଙ୍ଗରେ ଚାଲିବ 696 ଟ୍ରେନ । ଏନେଇ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଅଧିକ ପଢନ୍ତୁ...
ନଭେମ୍ବର 11ରୁ ପଶ୍ଚିମବଙ୍ଗରେ 696ଟି ରେଳସେବା ଆରମ୍ଭ
ନିକଟରେ ପଶ୍ଚିମବଙ୍ଗ ସରକାର ପୂର୍ବ ରେଳବାଇ (ER) କୁ ଚିଠି ଲେଖିଥିଲେ । ଯେଉଁଥିରେ କୋଭିଡ୍ ନିୟମାବଳୀ ପାଳନ କରି ଉପାନ୍ତ ସହରରେ ଦୈନିକ ଅଧିକ ଟ୍ରେନ୍ ଚଳାଚଳ କରିବା ନେଇ ବିଚାର କରିବାକୁ କହିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ