ନୂଆଦିଲ୍ଲୀ: ମହାମାରୀ କୋରୋନା ଦ୍ବିତୀୟ ଲହରୀ ମାଡରେ ଦୋହଲୁଛି ଦେଶ । ଏହାରି ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ବିରୋଧରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ଏହା ଯୋଗୁଁ ଦେଶର ସ୍ଥିତି ସୁଧୁରିବ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ପ୍ରବାସୀ ଶ୍ରମିକଙ୍କୁ ଅପିଲ
ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଲକଡାଉନର ଭୟ ମଧ୍ୟରେ ରାଜ୍ୟ ସରକାରଙ୍କୁ ଅନୁରୋଧ । ଶ୍ରମିକଙ୍କୁ ଅପିଲ କରି ମୋଦି କହିଛନ୍ତି, ଆପଣମାନେ ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ । ଅଧିକ ପଢନ୍ତୁ...
ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ପ୍ରବାସୀ ଶ୍ରମିକଙ୍କୁ ଅପିଲ
ଲକଡାଉନର ଭୟ ମଧ୍ୟରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରମିକଙ୍କ ଆତ୍ମବିଶ୍ବାସ ବଜାୟ ରଖନ୍ତୁ । ସେହିପରି ଶ୍ରମିକଙ୍କୁ ଅପିଲ କରି ମୋଦି କହିଛନ୍ତି, ଆପଣମାନେ ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ ।
ରାଜ୍ୟଗୁଡିକ ପକ୍ଷରୁ ଏହି ଭରସା ଶ୍ରମିକଙ୍କୁ ବହୁତ ସାହାଯ୍ୟ କରିବ । କିଛି ଦିନରେ ଟିକା ଦିଆଯିବାକୁ ଥିବାବେଳେ ଶ୍ରମିକଙ୍କ କାମ ବନ୍ଦ ହେବାନାହିଁ ବୋଲି ବିଶ୍ବାସର ସହିତ କହିଛନ୍ତି ପ୍ରଧାନମନ୍ତ୍ରୀ ।