ଓଡିଶା

odisha

By

Published : Oct 29, 2021, 9:30 AM IST

ETV Bharat / bharat

ଆଜି ଗୁଜୁରାଟରେ EWS ପାଇଁ ଆବାସ ଯୋଜନା ଉଦଘାଟନ କରିବେ ରାଷ୍ଟ୍ରପତି

ଆଜି ଗୁଜୁରାଟର ଭବନଗର ଜିଲ୍ଲାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀଙ୍କ (EWS) ପାଇଁ ଆବାସ ଯୋଜନାର ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଆଜି ଗୁଜୁରାଟରେ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ଆବାସ ଯୋଜନା ଉଦଘାଟନ କରିବେ ରାଷ୍ଟ୍ରପତି
ଆଜି ଗୁଜୁରାଟରେ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ଆବାସ ଯୋଜନା ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୩ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଗୁଜୁରାଟର ଭବନଗର ଜିଲ୍ଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (EWS) ପାଇଁ ଆବାସ ଯୋଜନାର ଉଦଘାଟନ କରିବେ ରାଷ୍ଟ୍ରପତି । ଏହା ପରେ ମୁରାରୀ ବାପୁଙ୍କୁ ଭେଟିବାକୁ ଭାବନଗର ଜିଲ୍ଲା ମହୁବା ନିକଟରେ ଅବସ୍ଥିତ ଚିତ୍ରକୁଟଧାମ୍ ଆଶ୍ରମ ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରୀୟ ଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଗତ ବୁଧବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଅକ୍ଟୋବର ୨୮, ୨୯, ୩୦ ରାଷ୍ଟ୍ରପତି ଗୁଜୁରାଟ ଗ୍ରସ୍ତରେ ରହିବେ । ଏବଂ ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଉଦଘାଟନ କରିବେ ।

@ANI

ABOUT THE AUTHOR

...view details