ଓଡିଶା

odisha

ETV Bharat / bharat

ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଷ୍ଟକ ମାର୍କେଟ ନିବେଶକ ତଥା ବ୍ୟବସାୟୀ ରାକେଶ ଝୁନଝୁନଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଅର୍ଥନୀତି ବ୍ୟବସ୍ଥାକୁ ନେଇ ସେ ବହୁତ ଉତ୍ସାହିତ ଓ ଆଶାବାଦୀ ରହିଛନ୍ତି ।

By

Published : Oct 6, 2021, 8:48 AM IST

ଷ୍ଟକ ମାର୍କେଟ ଇନଭେଷ୍ଟରରାକେଶ ଝୁନଝୁନ ଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଷ୍ଟକ ମାର୍କେଟ ଇନଭେଷ୍ଟରରାକେଶ ଝୁନଝୁନ ଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଷ୍ଟକ ମାର୍କେଟ ନିବେଶକ ତଥା ବ୍ୟବସାୟୀ ରାକେଶ ଝୁନଝୁନଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଅର୍ଥନୀତି ବ୍ୟବସ୍ଥାକୁ ନେଇ ସେ ବହୁତ ଉତ୍ସାହିତ ଓ ଆଶାବାଦୀ ରହିଛନ୍ତି । ରାକେଶ ଝୁନଝୁନଓ୍ବାଲାଙ୍କ ସହ ସାକ୍ଷାତ ହୋଇଥିବାରୁ ବେଶ ଖୁସିବ୍ୟକ୍ତି ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି ।

କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟୁଏସ କୋବରେଲି ସାଇମଣ୍ତ ଲିମିଟେଡର ସିଇଓ ନୁନଜିଓ କୋବେରେଲିଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ । ଉଭୟଙ୍କ ମଧ୍ୟରେ ଶିକ୍ଷା ସହ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।ଯାହା ଦିର୍ଘ ସମୟ ଧରି ଚାଲିଥିଲା । ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଏକ ଫଳପ୍ରଦ ବୈଠକ ବୋଲି କୁହାଯାଇପାରିବ ।

@PTI

ABOUT THE AUTHOR

...view details