ନୂଆଦିଲ୍ଲୀ: ରବିବାର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74ତମ ମନ କି ବାତ କାର୍ଯ୍ୟକ୍ରମ । ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ମୋଦି ଚଳିତ ମାସ ଆରମ୍ଭରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ 'ମନ କି ବାତ'ଙ୍କ ବିଷୟବସ୍ତୁ ବିଷୟରେ ଲୋକଙ୍କଠାରୁ ଧାରଣା ଏବଂ ପରାମର୍ଶ ଲଢିଥିଲେ । ଯେଉଁଠାରେ ସେ ବିଭିନ୍ନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଥିଲେ। ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ମନ କି ବାତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପୂର୍ବଥରେ ସେ କଳା,ସଂସ୍କୃତି ସହ ପର୍ଯ୍ୟଟନ ବିଷୟରେ ଆଲୋଚନା କରିଥିଲେ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ବିକାଶର ନୂଆ ପଥକୁ ଅଗ୍ରସର ବିଭିନ୍ନ ବିଷୟରେ ଅବଗତ କରିବେ ।