1.ଓଡିଶାରେ ତାଣ୍ଡବ ରଚିବା ପରେ ଆଜି ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟସ ।
2.ବାତ୍ୟା ୟସ ନେଇ ଆଜି କ୍ଷୟକ୍ଷତିର ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
3.ବାତ୍ୟା ୟସ ପ୍ରଭାବରେ ଜଳବନ୍ଦୀ ହୋଇଥିବା ଗାଁକୁ ଆଜିଠାରୁ ସାତଦିନ ଯାଏଁ ରିଲିଫ ଯୋଗାଇବେ ରାଜ୍ୟ ସରକାର ।
4.ନାରଦା ମାମଲା; ଆଜି କୋଲକାତା ହାଇକୋର୍ଟରେ ହେବ ଶୁଣାଣି ।
5.ଆଜି ବଜାରରେ ମିଳିବ ଡିଆରଡିଓ ଆଣ୍ଟି କୋଭିଡ 2 ଡିଜିର ଦ୍ବିତୀୟ ପର୍ଯ୍ୟାୟ ଔଷଧ । ଡିଆରଡିଓ ପକ୍ଷରୁ ସୂଚନା ।
6.ଆଜି ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର ଓ ସୁନ୍ଦରଗଡରେ ଟିକାକରଣ ବନ୍ଦ ହେବା ନେଇ ସୂଚନା ।
7.ବାତ୍ୟା ୟସ ପାଇଁ ଟୀକାକରଣ ବନ୍ଦ ଥିବା ଜିଲ୍ଲା ଗୁଡିକରେ ଆଜିଠୁ ସ୍ବାଭାବିକ ହେବ ଟୀକାକରଣ ।
8.ଆଜିଠୁ ସ୍ବାଭାବିକ ରୁଟରେ ହେବ ରେଳ ଚଳାଚଳ । ବାତ୍ୟା ପରେ ରେଳ ବିଭାଗର ନିଷ୍ପତ୍ତି ।
9.କୋରୋନା ସ୍ଥିତି ସମୀକ୍ଷା ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।
10.ଆଜି କୋରୋନା ସ୍ଥିତି ସମୀକ୍ଷା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ।