ଓଡିଶା

odisha

ETV Bharat / bharat

ରମଜାନ ପାଇଁ ବିବାହରେ ଯୋଗଦେଇ ପାରିଲେନି ମୁସଲିମ ବନ୍ଧୁ, ସ୍ବତନ୍ତ୍ର ଇଫତାର ପାର୍ଟି ଦେଲେ ହିନ୍ଦୁ ଯୁବକ

ସାମ୍ପ୍ରଦାୟିକ ହିଂସା ଚାଲିଥିବା ସମୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କଲେ ହିନ୍ଦୁ ଯୁବକ । ଅଧିକ ପଢନ୍ତୁ

By

Published : Apr 28, 2022, 8:16 PM IST

ରମଦାନ ପାଇଁ ବିବାହରେ ଯୋଗଦେଇ ପାରିଲେନି ମୁସଲିମ ବନ୍ଧୁ, ସ୍ବତନ୍ତ୍ର ଇଫତାର ପାର୍ଟି ଦେଲେ ହିନ୍ଦୁ ଯୁବକ
ରମଦାନ ପାଇଁ ବିବାହରେ ଯୋଗଦେଇ ପାରିଲେନି ମୁସଲିମ ବନ୍ଧୁ, ସ୍ବତନ୍ତ୍ର ଇଫତାର ପାର୍ଟି ଦେଲେ ହିନ୍ଦୁ ଯୁବକ

ମାଙ୍ଗାଲୁରୁ: ସାମ୍ପ୍ରଦାୟିକ ହିଂସା ଚାଲିଥିବା ସମୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କଲେ ହିନ୍ଦୁ ଯୁବକ । ମୁସଲିମ ସମ୍ପ୍ରଦାୟର ବନ୍ଧୁଙ୍କ ପାଇଁ ବିବାହରେ ସ୍ବତନ୍ତ୍ର ଆୟୋଜନ କରିଛନ୍ତି ହିନ୍ଦୁ ସମ୍ପ୍ରଦାୟର ଯୁବକ ଜଣକ ! ରମଜାନ ଚାଲିଥିବାରୁ ସ୍ବତନ୍ତ୍ର ଭାବେ ଇଫତାର ପାର୍ଟିର ଆୟୋଜନ କରିଛନ୍ତି ।

ରମଦାନ ପାଇଁ ବିବାହରେ ଯୋଗଦେଇ ପାରିଲେନି ମୁସଲିମ ବନ୍ଧୁ, ସ୍ବତନ୍ତ୍ର ଇଫତାର ପାର୍ଟି ଦେଲେ ହିନ୍ଦୁ ଯୁବକ

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ନବ ବିବାହିତ ହିନ୍ଦୁ ଯୁବକ ଜେ ଚନ୍ଦ୍ରଶେଖର ମୁସଲିମ ସମ୍ପ୍ରଦାୟର ବନ୍ଧୁଙ୍କ ପାଇଁ ମସଜିଦରେ ଇଫତାର ପାର୍ଟିର ଆୟୋଜନ କରିଛନ୍ତି । ରମଜାନ ଚାଲୁ ରହିଥିବାରୁ ଚନ୍ଦ୍ରଶେଖରଙ୍କ ବିବାହ ସମାରୋହରେ ମୁସଲିମ ସମ୍ପ୍ରଦାୟ ଯୋଗ ଦେଇ ପାରିନଥିଲେ । ଫଳରେ ସେ ଏହି ପାର୍ଟିର ଆୟୋଜନ କରିଛନ୍ତି ।



ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details