ଓଡିଶା

odisha

ETV Bharat / bharat

ଗୋଆରେ ଏନସିବିର ଚଢାଉ, ଜଣେ ବିଦେଶୀ ନାଗରିକ ଗିରଫ

ଗୋଆ ଓ ମୁମ୍ବାଇର ଅନେକ ସ୍ଥାନରେ ଏନସିବିର ଚଢାଉ । ଜଣେ ବିଦେଶୀ ନାଗରିକ ଗିରଫ । ଅଧିକ ପଢନ୍ତୁ...

By

Published : Mar 8, 2021, 8:30 AM IST

ବିଦେଶୀ ନାଗରିକ ଗିରଫ
ବିଦେଶୀ ନାଗରିକ ଗିରଫ

ପାଣାଜୀ: ଗୋଆ ଓ ମୁମ୍ବାଇର ଅନେକ ସ୍ଥାନରେ ଏନସିବି(ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ)ର ଚଢାଉ । ରବିବାର ବିଳମ୍ବିତ ରାତିରେ ଚଢାଉ ହୋଇଥିବା ସୂଚନା । ଏହି ଚଢାଉ ସମୟରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଥିବା ଜଣାପଡିଛନ୍ତି । ଗୋଆ ଓ ମୁମ୍ବାଇରେ ଏକକାଳୀନ ଚଢାଉ ହୋଇଥିବା ଜଣେ ଏନସିବି ଅଧିକାରୀ ସୂଚନା ଦେଇଛନ୍ତି । ଗୋଆର ଅନଜୁନା, ମିରାମାର ଓ ପାନାଜୀରେ ଚଢାଉ ହୋଇଛି ।

ମହାରାଷ୍ଟ୍ର ଓ ଗୋଆର ଏନସିବି ଅଧିକାରୀଙ୍କ ମିଳିତ ଟିମ୍‌ ଗୋଆ ଓ ମୁମ୍ବାଇରେ ଚଢାଉ କରିଛି ।

@IANS

ABOUT THE AUTHOR

...view details