ଓଡିଶା

odisha

By

Published : Jan 17, 2021, 8:50 AM IST

ETV Bharat / bharat

କେରଳରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ କୋଠା ଭସ୍ମୀଭୂତ

କେରଳର ଆଲୁଭା ଶିଳ୍ପାଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ । ଏକ ସାନିଟାଇଜର କମ୍ପାନୀରେ ଲାଗିଲା ନିଆଁ । ଫଳରେ ଦୁଇ ବଡ ବଡ କୋଠା ଜଳି ପୋଡି ପାଉଁଶ ହୋଇଯାଇଛି ।

କେରଳରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ କୋଟା ଭସ୍ମିଭୂତ
କେରଳରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ କୋଟା ଭସ୍ମିଭୂତ

ଥିରୁଅନନ୍ତପୁରମ‌: କେରଳର ଆଲୁଭା ଶିଳ୍ପାଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ । ଏକ ସାନିଟାଇଜର କମ୍ପାନୀରେ ଲାଗିଲା ନିଆଁ । ଫଳରେ ଦୁଇ ବଡ ବଡ କୋଠା ଜଳି ପୋଡି ପାଉଁଶ ହୋଇଯାଇଛି । ପାଖାପାଖି 30 ଦମକଳବାହିନୀ ନିଆଁକୁ ଆୟତ୍ତ କରିଛି । ତେବେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

କେରଳରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ କୋଟା ଭସ୍ମିଭୂତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details