ଲକ୍ଷ୍ନୌ:ତାଜମହଲରେ ବନ୍ଦ ଥିବା ଦ୍ବାର ଖୋଲିବା ନେଇ ହୋଇଥିବା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ତାଜମହଲର 22ଟି ବନ୍ଦ ଦ୍ୱାର ଖୋଲିବା ନେଇ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ।
Taj Mahal Issue: ଖୋଲିବ ନାହିଁ ତାଜମହଲ ରୁଦ୍ଧ ଦ୍ୱାର, ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ - ଉତ୍ତର ପ୍ରଦେଶ ସରକାର
ତାଜମହଲ 22 ବନ୍ଦ ଦ୍ବାର ଖୋଲିବା ନେଇ ହୋଇଥିବା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ । ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ଅଧିକ ପଢନ୍ତୁ
ଖୋଲିବ ନାହିଁ ତାଜମହଲ ରୁଦ୍ଧ ଦ୍ୱାର
ତାଜମହଲରେ ବର୍ଷ ବର୍ଷ ଧରି ବନ୍ଦ ପଡିରହିଥିବା ରହସ୍ୟମୟ 22ଟି କୋଠରୀ ଖୋଲିବାକୁ ଆବେଦନ କରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ