ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଏବେ ୨୦ ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 18 ହଜାର 166 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 214 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । 23 ହଜାର 624 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
INDIA CORONA; ଦିନକରେ 18166 ପଜିଟିଭ ଚିହ୍ନଟ, 214 ମୃତ - କୋରୋନା ଅପଡେଟ
ଦେଶରେ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 18 ହଜାର 166 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...
INDIA CORONA; ଦିନକରେ 18,166 ପଜିଟିଭ ଚିହ୍ନଟ,214 ମୃତ
ତେବ, ଦେଶରେ ଏପର୍ଯ୍ୟନ୍ତ 2 ଲକ୍ଷ 30 ହଜାର 971 ସକ୍ରିୟ ମାମଲା ରହିଛି । ସୁସ୍ଥଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 71 ହଜାର 915କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 4 ଲକ୍ଷ 50 ହଜାର 589 । ଏହାସହ ଦେଶରେ 94 କୋଟି 70 ଲକ୍ଷ 10 ହଜାର 175 ଟୀକାକରଣ କରାଯାଇଛି ।
@ANI