ଓଡିଶା

odisha

ETV Bharat / bharat

ଛତିଶଗଡରେ IED ବିସ୍ଫୋରଣ: ITBP ଏଏସଆଇ ଶହୀଦ, ଜଣେ ଆହତ

ଛତିଶଗଡ ନାରାୟଣପୁରର ସୋନପୁରରେ ଆଇଡି ବିସ୍ଫୋରଣ । ITBP ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ । ଅଧିକ ପଢନ୍ତୁ

ଛତିଶଗଡରେ IED ବିସ୍ଫୋରଣ:  ITBP ଏଏସଆଇ ସହୀଦ, ଜଣେ ଆହତ
ଛତିଶଗଡରେ IED ବିସ୍ଫୋରଣ: ITBP ଏଏସଆଇ ସହୀଦ, ଜଣେ ଆହତ

By

Published : Mar 14, 2022, 11:17 AM IST

ରାୟପୁର:ଛତିଶଗଡରେ ନକ୍ସଲଙ୍କ ଉନ୍ମତକାଣ୍ଡ । ଆଇଡି ବିସ୍ଫୋରଣରେ ITBPର ASI ରାଜେନ୍ଦ୍ର ସିଂହଙ୍କ ଶହୀଦ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତ ହେଉଛନ୍ତି ହେଡ କନଷ୍ଟେବଳ ମହେଶ ।

ସୂଚନା ଅନୁଯାୟୀ ନାରାୟଣପୁରର ସୋନପୁର ଅଞ୍ଚଳରେ ଆଜି ନକ୍ସଲ ଆଇଡି ବିସ୍ଫୋରଣ କରାଯାଇଥିଲା। ଫଳରେ 53 ନମ୍ବର ବାଟାଲିୟନର ASIଙ୍କ ମୃତ୍ୟୁ ହେବା ସହ ହେଡ କନଷ୍ଟେବଳ ଜଣଙ୍କ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁରକୁ ଏୟାର ଲିଫ୍ଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ସଦାନନ୍ଦ କୁମାର ।

@ANI

ABOUT THE AUTHOR

...view details