ଓଡିଶା

odisha

By

Published : Jul 22, 2022, 9:12 AM IST

ETV Bharat / bharat

ଭାରତ-ନେପାଳ ସୀମାରୁ ୟୁରେନିୟମ ଜବତ, 15 ଗିରଫ

ବିହାର ଆରାରିଆର ଭାରତ-ନେପାଳ ସୀମାରେ ଥିବା ବିରାଟନଗରରେ 2 କିଲୋ ୟୁରାନିୟମ ଜବତ ହୋଇଛି । ଏହା ସହିତ 15 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଭାରତ-ନେପାଳ ସୀମାରୁ ୟୁରେନିୟମ ଜବତ, 15 ଗିରଫ
ଭାରତ-ନେପାଳ ସୀମାରୁ ୟୁରେନିୟମ ଜବତ, 15 ଗିରଫ

ପାଟନା: ସୀମାରେ ଚାଲିଥିବା ୟୁରାନିୟମ କାରବାର । ପଣ୍ଡ କଲା ପୋଲିସ । ବିହାର ଆରାରିଆର ଭାରତ-ନେପାଳ ସୀମାରେ ଥିବା ବିରାଟନଗରରେ 2 କିଲୋ ୟୁରାନିୟମ ଜବତ ହୋଇଛି । ଏହା ସହିତ 15 ଜଣଙ୍କୁ ଗିରଫ କରିଛି ପୋଲିସ ।

ଚାଲାଣକାରୀମାନେ ନିଷିଦ୍ଧ ସାମଗ୍ରୀ ନେଇ ବିଦେଶୀ ଦେଶକୁ ଚୋରାରେ ଚାଲାଣ କରିବାକୁ ଚେଷ୍ଟା କରୁଥିଲେ । ଚୋରା ଚାଲାଣକାରୀମାନେ ଅନ୍ତରାଷ୍ଟ୍ରୀୟ ସୀମା ଦେଇ ବିହାର ଆରାରିଆ ଜିଲ୍ଲାର ଜୋଗବାନୀ ଠାରେ ସୀମାର ଭାରତୀ ପାର୍ଶ୍ବ ଭିତରକୁ ପଶିବାକୁ ଯୋଜନା କରିଥିବା ପୋଲିସ କହିଛି । ବର୍ତ୍ତମାନ ଗିରଫ ହୋଇଥିବା ସମସ୍ତଙ୍କୁ ପଚରାଉଚରା ଜାରି ରହିଛି ।

ABOUT THE AUTHOR

...view details