ଶ୍ରୀନଗର:ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ କିଛି ସ୍ଥାନୀୟ ଲୋକେ ଆହତ ହୋଇଥିବା ସୂଚନା । ସୌଭାଗ୍ୟବଶତଃ ଘଟଣାରେ କାହାରି ଜୀବନକୁ କ୍ଷତି ପହଞ୍ଚିନାହିଁ ।
ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: CRPF ଗାଡିକୁ ଗ୍ରେନେଡ ଆଟାକ, 7 ଆହତ - ପୁଲୱାମା ଆତଙ୍କବାଦୀ ଆକ୍ରମଣ
ସିଆରପିଏଫ ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ କିଛି ସ୍ଥାନୀୟ ଲୋକେ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...
ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ; CRPF ଗାଡିକୁ ଗ୍ରେନେଡ ଆଟାକ, 7 ଆହତ
ଆତଙ୍କବାଦୀଙ୍କ ପକ୍ଷରୁ ପୁଲୱାମାର ତ୍ରାଳରେ ଗ୍ରେନେଡ ଜରିଆରେ ସିଆରପିଏଫ ଗାଡି ଉପରକୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ 7 ଜଣ ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ଏମାନଙ୍କ ଚିକିତ୍ସା ଜାରି ରହିଛି ।